ETV Bharat / sports

କାମାକ୍ଷାନଗର ଷ୍ଟାଡିୟମରେ ସପ୍ତମ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

author img

By

Published : Mar 22, 2021, 4:15 PM IST

କ୍ରିକେଟ, ଭଲିବଲ, କବାଡି ଭଳି ଖେଳ ଏହି କ୍ରୀଡା ମହୋତ୍ସବରେ ଖେଳାଯିବ । ଅଧିକ ପଢନ୍ତୁ...

7th sports festival inaugurated at Kamakhyanagar
କାମାକ୍ଷାନଗର ଷ୍ଟାଡିୟମରେ ସପ୍ତମ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ଢେଙ୍କାନାଳ: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଆରମ୍ଭ ହେଲା ସପ୍ତମ କ୍ରୀଡା ମହୋତ୍ସବ । ମୁଖ୍ୟ ଅତିଥି ଭାବେ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଅଧ୍ୟକ୍ଷ ବିଜୟ ନାୟକ ଯୋଗଦେଇଥିଲେ।

ପ୍ରଥମେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା, ସାରଙ୍ଗଧର ଷ୍ଟାଡିୟମରେ ପହଞ୍ଚିଥିଲା। କ୍ରୀଡା ମହୋତ୍ସବର ସଭାପତି ତଥା ଉପ-ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କ୍ରୀଡା ମହୋତ୍ସବ ୪ ଦିନ ଧରି ଚାଲିବ ।

ଏଥିରେ କ୍ରିକେଟ, ଭଲିବଲ, କବାଡି ଭଳି ଖେଳ ହେବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି। ଏହି ଉଦ୍‌ଘାଟନ ଉତ୍ସବରେ ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.