ETV Bharat / sports

ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍: ସେମିରେ ଆଉ 7 ଭାରତୀୟ, 11ପଦକ ପକ୍କା - ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ

ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ରେ ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ । ଅଧିକ ପଢନ୍ତୁ...

7 more Indians boxers in semifinals of youth Worlds
ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍: ସେମିରେ ଆଉ 7 ଭାରତୀୟ, 11ପଦକ ପକ୍କା
author img

By

Published : Apr 20, 2021, 3:59 PM IST

ନୂଆଦିଲ୍ଲୀ: ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ରେ ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ । ପୋଲାଣ୍ଡର କିଏଲସରେ ଚାଲିଥିବା AIBA ୟୁଥ୍‌ ପୁରୁଷ ଓ ମହିଳା ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ର ସପ୍ତମ ଦିନରେ ଆଉ 7ଜଣ ଭାରତୀୟ ବକ୍ସର ସେମିରେ ପ୍ରବେଶ କରିଛନ୍ତି ।

ଡିଫେଣ୍ଡିଂ ୟୁରୋପିଅନ ୟୁଥ୍‌ ଚମ୍ପିଆନ ଆଲେକ୍ସାସ କୁବିକାଙ୍କୁ ହରାଇ ଭାରତୀୟ ବେବିରୋଜିସନା ସେମିରେ ପ୍ରବେଶ କରିଛନ୍ତି । ଚାନୁଙ୍କ ସମେତ ଅରୁନ୍ଧତୀ ଚୌଧୁରୀ (69 କିଗ୍ରା), ଟି ସନାମାଚା ଚାନୁ (75 କିଗ୍ରା), ଅଙ୍କିତ ନରୱାଲ (64 କିଗ୍ରା), ବିଶାଲ ଗୁପ୍ତା (91 କିଗ୍ରା), ବିଶ୍ବୱାମିତ୍ରା ଚଙ୍ଗୋଥାମ (49କିଗ୍ରା) ଓ ସଚିନ (56 କିଗ୍ରା) ମଧ୍ୟ ସେମାନଙ୍କର କ୍ବାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହୋଇଛନ୍ତି ।

ଏହି ଚମ୍ପିଆନସିପରେ 20 ଜଣିଆ ଭାରତୀୟ ଟିମ ଅଂଶଗ୍ରହଣ କରିଛି । ଆଉ 7ଟି ପଦକ ପକ୍କା ସହ ମୋଟ 11 ପଦକ ଚଳିତ ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ରେ ଭାରତକୁ ମିଳିବା ସୁନିଶ୍ଚିନ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.