ETV Bharat / sports

ସିଲଭର ସିଟି ଏବେ ସ୍ପୋର୍ଟ୍ସ ସିଟି - ସ୍ପୋର୍ଟ୍ସ ସିଟି

ଆଗାମି ଦିନରେ ଓଡିଶାରେ ଆହୁରି ଅଧିକ ବାସ୍କେଟବଲ ମ୍ୟାଚ ଆୟୋଜନ କରାଯିବା ନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ସର୍ବଭାରତୀୟ ବାସ୍କେଟବଲ ସଙ୍ଘ ଚୟନ ଟିମର ଅଧ୍ୟକ୍ଷ ଶକ୍ତି ସିଂହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Sep 5, 2019, 6:22 PM IST

Updated : Sep 5, 2019, 10:49 PM IST

କଟକ: ସିଲଭରସିଟି କଟକ ଏବେ ସ୍ପୋର୍ଟସ ସିଟି । ଓଡିଶା ସରକାରଙ୍କର କ୍ରୀଡା ମନ୍ତ୍ରଣାଳୟ ଗୋଟିଏ ପରେ ଗୋଟିଏ ବଡ କ୍ରୀଡା ଇଭେଣ୍ଟ ସଫଳତାର ସହ ଆୟୋଜନ କରୁଛି । ଓଡିଶାରେ ପୂର୍ବରୁ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତା ଇଣ୍ଡୋର ଷ୍ଟାଡିଅମ ସଫଳତାର ସହ ଆୟୋଜିତ ହୋଇଥିଲା । ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତର ପ୍ରଦର୍ଶନ ମଧ୍ୟ ଦମଦାର ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ ପୁଣି ଏକ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ 46ତମ ଜାତୀୟ ସବ ଜୁନିୟର ବାସ୍କେଟବଲ ଚମ୍ପିଆନସିପ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଉଛି । ଯାହା କ୍ରୀଡା ପ୍ରେମୀଙ୍କ ମନକୁ ବେଶ ଖୁସି ପ୍ରଦାନ କରିଛି ।

ତେବେ ଏହି ପ୍ରତିଯୋଗତାରେ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବ । ବିଦେଶରେ ହେବାକୁ ଥିବା ମେଗା ସ୍ପୋର୍ଟସ ଇଭେଣ୍ଟରେ ଖେଳିବାର ସୁଯୋଗ ଦିଆଯିବ । ଏହା କହିଛନ୍ତି ସର୍ବଭାରତୀୟ ବାସ୍କେଟବଲ ସଙ୍ଘ ଚୟନ ଟିମର ଅଧ୍ୟକ୍ଷ ଶକ୍ତି ସିଂହ । ତେବେ ଆଗାମୀ ଦିନରେ ଓଡିଶାରେ ଆହୁରି ଅଧିକ ବାସ୍କେଟବଲ ମ୍ୟାଚ ଆୟୋଜନ କରାଯିବା ନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ସେ କହିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ଏବେ ସ୍ପୋର୍ଟସ ସିଟି । କାରଣ ସବୁ ପ୍ରକାର ମେଗା ଇଭେଣ୍ଟ ଏବେ କଟକ ରେ ଦୃଶ୍ୟମାନ ହେଉଛି । ପୂର୍ବରୁ ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମ ରେ ଖେଳାଯାଇଥିବା ବେଳେ ଏବେ 46ତମ ଜାତୀୟ ସବ ଜୁନିୟର ବାସ୍କେଟବଲ ଚାମ୍ପିୟାନସିପ ଯାହା କ୍ରୀଡା ପ୍ରେମୀଙ୍କ ମନକୁ ବେଶ ଖିସି ପ୍ରଦାନ କରିଛି । ତେବେ ଏହି ପ୍ରତିଯୋଗତା ରେ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯାଇ , ବିଦେଶ ରେ ହେବାକୁ ଥିବା ମେଗା ସ୍ପୋର୍ଟସ ଇଭେଣ୍ଟ ରେ ଖେଳିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ସର୍ବଭାରତୀୟ ବାସ୍କେଟବଲ ସଙ୍ଘ ଚୟନ ଟିମ ର ଅଧ୍ୟକ୍ଷ ଶକ୍ତି ସିଂହ ।ତେବେ ଆଗମିଦିନ ମାନଙ୍କରେ ଓଡିଶା ରେ ଆହୁରି ଅନେକ ମେଗା ବାସ୍କେଟବଲ ମ୍ୟାଚ ଆୟୋଜନ କରାଯିବା ନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ସେ ।

Body:ବାଇଟ: ଶକ୍ତି ସିଂହ( ସର୍ବଭାରତୀୟ ବାସ୍କେଟବଲ ସଂଘ ଚୟନ କମିଟି ର ଅଧକ୍ଷ)

Conclusion:
Last Updated : Sep 5, 2019, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.