ETV Bharat / sports

ଅଲମ୍ପିକ ପ୍ରସ୍ତୁତି ନେଇ ହକି ଟିମ ଇଣ୍ଡିଆ କୋଚ ଆଶାବାଦୀ - ମହାମାରୀ କୋରାନା ଭାଇରସ

ମହାମାରୀ କୋରାନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଟୋକିଓ ଅଲମ୍ପିକ 2021କୁ ଘୁଞ୍ଚାଇ ଦିଆଯାଇଛି । ତେବେ ପ୍ରସ୍ତୁତିକୁ ନେଇ ଭାରତୀୟ ହକି ଦଳର କୋଚ ସଜୋରର୍ଡ ମାର୍ଜିନ ଓ ପୁରୁଷ ଦଳର କୋଚ ଗ୍ରାହାମ ରେଡ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଟୋକିଓ ଅଲମ୍ପିକ୍ସ ପାଇଁ ଉଭୟ ପୁରଷ ଓ ମହିଳା ଭାରତୀୟ ହକି ଦଳ ଯୋଗ୍ୟତା ଅର୍ଜନ କରିସାରିଛି ।

preparations for tokyo olympics
ଅଲମ୍ପିକ ପ୍ରସ୍ତୁତି ନେଇ ହକି ଟିମ ଇଣ୍ଡିଆ କୋଚ ଆଶାବାଦୀ
author img

By

Published : Apr 5, 2020, 12:20 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଟୋକିଓ ଅଲମ୍ପିକ 2021କୁ ଘୁଞ୍ଚାଇ ଦିଆଯାଇଛି । ତେବେ ପ୍ରସ୍ତୁତିକୁ ନେଇ ଭାରତୀୟ ହକି ଦଳର କୋଚ ସଜୋରର୍ଡ ମାର୍ଜିନ ଓ ପୁରୁଷ ଦଳର କୋଚ ଗ୍ରାହାମ ରେଡ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଟୋକିଓ ଅଲମ୍ପିକ୍ସ ପାଇଁ ଉଭୟ ପୁରଷ ଓ ମହିଳା ଭାରତୀୟ ହକି ଦଳ ଯୋଗ୍ୟତା ଅର୍ଜନ କରିସାରିଛି ।

preparations for tokyo olympics
ଅଲମ୍ପିକ ପ୍ରସ୍ତୁତି ନେଇ ହକି ଟିମ ଇଣ୍ଡିଆ କୋଚ ଆଶାବାଦୀ

ଅଲମ୍ପିକ୍ସ ଗେମକୁ ଆଉ 16 ମାସ ବାକିଥିବାବେଳେ, ପ୍ରସ୍ତୁତି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ପୁରଷ ହକି ଦଳର କୋଚ ଗ୍ରାହାମ ରେଡ ଓ ମହିଳା ଦଳର କୋଚ ସଜୋରର୍ଡ ମାର୍ଜିନଙ୍କ ସମେତ ଭାରତୀୟ କ୍ରୀଡା ପ୍ରାଧିକରଣ(SAI) ସାଧାରଣ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଉପସ୍ଥିତ ରହିଥିଲେ ।

ଅଲମ୍ପିକ୍ସକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ପାଇଁ ଆଗାମୀ ସିରିଜ ସ୍ଥିର ହେବ । ତେବେ ଆହତ ସମସ୍ୟାକୁ ଏଡାଇବାକୁ ବିଶେଷ ଧ୍ୟାନ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏଥିସହିତ ପ୍ରସୁତିକୁ ନେଇ ସମସ୍ତେ ସକାରାତ୍କମ ଆଶାବାଦୀ ଅଛନ୍ତି । କୋରୋନା ସଂକ୍ରମଣ ଭୟ ଯୋଗୁଁ ବେଙ୍ଗାଲୁରୁରେ ଥିବା ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ସେଣ୍ଟରରେ ପୁରୁଷ ଓ ମହିଳା ଖେଳାଳିଙ୍କ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.