ETV Bharat / sports

Junior Hockey WC: ନେଦରଲାଣ୍ଡକୁ 2-1ରେ ହରାଇ ସେମିରେ ଆର୍ଜେଣ୍ଟିନା

author img

By

Published : Dec 1, 2021, 6:03 PM IST

ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ନେଦରଲାଣ୍ଡକୁ ୨-୧ ଗୋଲ୍‌ରେ ମାତ୍‌ ଦେଇଛି ଆର୍ଜେଣ୍ଟିନା । ଏହି ବିଜୟ ସହ ସେମିଫାନାଲରେ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା । ଅଧିକ ପଢ଼ନ୍ତୁ

Junior Hockey WC: 2-1ରେ ହାରିଲା ନେଦରଲାଣ୍ଡ, ସେମିଫାଇନାଲରେ ଆର୍ଜେଣ୍ଟିନା

ଭୁବନେଶ୍ବର: ଏଠାରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ନେଦରଲାଣ୍ଡକୁ ୨-୧ ଗୋଲ୍‌ରେ ମାତ୍‌ ଦେଇଛି ଆର୍ଜେଣ୍ଟିନା । ଏହି ବିଜୟ ସହ ସେମିଫାନାଲରେ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା ।

ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନା ଆରମ୍ଭରୁ ଚିରାଚରିତ ଢଙ୍ଗରେ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । ଫଳରେ ପ୍ରଥମ କ୍ବାର୍ଟରରେ ହିଁ ଆର୍ଜେଣ୍ଟିନା ନେଦରଲାଣ୍ଡକୁ ଏକ ଗୋଲ୍‌ ଦେବାର ସମର୍ଥ ହୋଇଥିଲା ।

ଏହାର ଜବାବରେ ନେଦରଲାଣ୍ଡ ମଧ୍ୟ ଆର୍ଜେଣ୍ଟିନାକୁ ଗୋଲ୍‌ ଦେବାରେ ସମର୍ଥ ହୋଇଥିଲା । ଏହାପରେ ଦୁଇ ଦଳ ମ୍ୟାଚରେ ଆଗୁଆ ରହିବାକୁ କଡ଼ା ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ମ୍ୟାଚ୍‌ ବରାବର ଥିଲା । ଏହି ସମୟରେ ମ୍ୟାଚ୍‌ରେ କିଏ ବାଜିମାତ୍‌ କରିବ ତାହା ଆକଳନ କରିବା ମୁସ୍କିଲ ଥିଲା ।

ତେବେ ଶେଷ ବେଳକୁ ୫୮ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଆଉ ଏକ ଗୋଲ୍‌ ସ୍କୋର କରାଯାଇଥିଲା । ଫଳରେ ମ୍ୟାଚ୍‌ ହୁଟର ବାଜିବା ପରେ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା । ତୃତୀୟ କ୍ଵାର୍ଟର ଫାଇନାଲରେ ଫ୍ରାନ୍ସକୁ ଭେଟିବ ମାଲେସିଆ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.