ETV Bharat / sports

ଅଲମ୍ପିକ୍ସ କମିଟି ସଦସ୍ୟ ହେବେ ନରିନ୍ଦର ବାତ୍ରା

ଭାରତୀୟ ଅଲମ୍ପିକ୍ସ ଆସୋସିଏନର ସଭାପତି ନରିନ୍ଦର ବତ୍ରାଙ୍କୁ ନୂଆ ଦାୟିତ୍ବ ମିଳିପାରେ । ଇଣ୍ଟରନ୍ୟାସନାଲ ଅଲମ୍ପିକ୍ସ କମିଟିର ସଦସ୍ୟ ଭାବେ ନରିନ୍ଦର ବାତ୍ରାଙ୍କ ନାମ ସୁପାରିଶ କରାଯାଇଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 25, 2019, 12:22 AM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ସ ଆସୋସିଏନର ସଭାପତି ନରିନ୍ଦର ବତ୍ରାଙ୍କୁ ନୂଆ ଦାୟିତ୍ବ ମିଳିପାରେ । ଇଣ୍ଟରନ୍ୟାସନାଲ ଅଲମ୍ପିକ୍ସ କମିଟିର ସଦସ୍ୟ ଭାବେ ନରିନ୍ଦର ବତ୍ରାଙ୍କ ନାମ ସୁପାରିଶ କରାଯାଇଛି । ବିଶ୍ବ ସ୍ପୋର୍ଟ୍ସ ଆପେକ୍ସର ସମନ୍ୱୟ କମିଟି ଏହି ସୁପାରିଶ କରିଛି । ବତ୍ରାଙ୍କ ସହିତ ଅନ୍ୟ 9 ଜଣଙ୍କ ନାଁ ନୂଆ କରି ସୁପାରିଶ କରାଯାଇଛି । ପୂର୍ବରୁ ନରିନ୍ଦର ବତ୍ରା ହକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି ।

ସୁପାରିଶ କରାଯାଇଥିବା 10ଜଣଙ୍କ ଭିତରୁ 7 ଜଣ ନୂଆ ବିଭାଗର । ଅନ୍ୟ 3 ଜଣ ଜାତୀୟ ଅଲମ୍ପିକ୍ସ କମିଟିରେ କାର୍ଯ୍ୟରତ ଅଛନ୍ତି । ସେହି 3ଜଣଙ୍କ ମଧ୍ୟରେ ବତ୍ରା ରହିଛନ୍ତି । ବର୍ତ୍ତମାନ ଆଇଓସି ରେ 95ଜଣ ସଦସ୍ୟ ରହିଛନ୍ତି । ପୂର୍ବରୁ 2016ରେ ରିଲାଏନ୍ସର ଚେୟାରପର୍ସନ ନୀତା ଅମ୍ବାନୀ ଆଇଓସି କମିଟିରେ ସଦସ୍ୟ ଅଛନ୍ତି । ନୀତା ଅମ୍ବାନୀ ଏକାମାତ୍ର ଭାରତୀୟ ମହିଳା ସଦସ୍ୟ ଭାବେ ଏହି କମିଟିରେ ଅଛନ୍ତି ।

ଜାତୀୟ କମିଟିରେ ଥାଇ ଆଇଓସି କମିଟିର ସଦସ୍ୟ ହେବାରେ ବତ୍ରା ପ୍ରଥମ ଭାରତୀୟ ହେବେ । ସୁପାରିଶ କରାଯାଇଥିବା 10 ଜଣ ନୂଆ ସଦସ୍ୟ ନିଜ ଦେଶ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ତ୍ବ ତୁଲାଇଛନ୍ତି । ଏବେ ଅଲମ୍ପିକ୍ସ ମୂଲ୍ୟକୁ ବଢାଇବରେ ସହାୟକ ହେବେ । 2020 ବିଶ୍ବକପ ପାଇଁ ମଧ୍ୟ କାର୍ଯ୍ୟ କରିବେ ।

Intro:Body:

fghf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.