ETV Bharat / sports

ହକି ଟିମ ଇଣ୍ଡିଆର ୟୁରୋପ ମ୍ୟାଚ ସ୍ଥଗିତ - ଅନ୍ତର୍ଜାତୀୟ ବିମାନ ଯାତ୍ରା

ହକି ଟିମ ଇଣ୍ଡିଆର ଟୋକିଓ ଅଲମ୍ପିକ ପ୍ରସ୍ତୁତିକୁ ବଡ ଝଟକା । ଅଧିକ ପଢନ୍ତୁ...

India's Pro League hockey games vs Spain, Germany postponed
ହକି ଟିମ ଇଣ୍ଡିଆର ୟୁରୋପ ମ୍ୟାଚ ସ୍ଥଗିତ
author img

By

Published : May 4, 2021, 8:02 PM IST

ହାଇଦ୍ରାବାଦ: ହକି ଟିମ ଇଣ୍ଡିଆର ଟୋକିଓ ଅଲମ୍ପିକ ପ୍ରସ୍ତୁତିକୁ ବଡ ଝଟକା । FIH ହକି ପ୍ରୋ-ଲିଗ୍‌ରେ ସ୍ପେନ ଓ ଜର୍ମାନୀ ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଆଗାମୀ ମ୍ୟାଚ୍‌ ସ୍ଥଗିତ ହୋଇଛି । ଭାରତରେ ମହାମାରୀ କୋରାନାର ସଂକଟ ସ୍ଥିତି ସଙ୍ଗୀନ ଥିବାବେଳେ ଅନ୍ତର୍ଜାତୀୟ ବିମାନ ଯାତ୍ରା କଟକଣା ଯୋଗୁଁ ଏହି ମ୍ୟାଚ ସ୍ଥଗିତ ହୋଇଛି ।

  • India’s upcoming #FIHProLeague away matches against Spain and Germany, scheduled on 15-16 May and 22-23 May respectively, have been postponed. @TheHockeyIndia

    More details 👇

    — International Hockey Federation (@FIH_Hockey) May 4, 2021 " class="align-text-top noRightClick twitterSection" data=" ">

ମେ 15 ଓ 16ରେ ସ୍ପେନ ବିପକ୍ଷରେ ଓ ମେ 22 ଓ 23ରେ ଜର୍ମାନୀ ବିପକ୍ଷରେ ଭାରତର ମ୍ୟାଚ ରହିଥିଲା । ଏନେଇ ଏଫଆଇଏଚ ଏକ ଘୋଷଣାନାମା ଜାରି କରିଛି । ତେବେ ଏହି ମ୍ୟାଚକୁ ପୁନଃ ଆୟୋଜନ ପାଇଁ ସମସ୍ତ ବିକଳ୍ପ ଚିନ୍ତା କରାଯାଉଥିବା ମଧ୍ୟ ଏଫଆଇଏଚ୍‌ ସ୍ପଷ୍ଟ କରିଛି ।

ମନପ୍ରୀତ ସିଂହଙ୍କ ନେତୃତାଧୀନ ଟିମ ଇଣ୍ଡିଆ ସଫଳତମ ଆର୍ଜେଣ୍ଟିନା ଗସ୍ତରୁ ଶେଷକରି ଫେରିଛି । ଅଲମ୍ପିକ ଚମ୍ପିଆନକୁ ହରାଇ ଆତ୍ମବିଶ୍ବାସ ହାସଲ କରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.