ETV Bharat / sports

ମାଲେସିଆ-ଭାରତ ମହିଳା ହକି ସିରିଜ: 3ୟ ମ୍ୟାଚ 4-4ରେ ଡ୍ର - hockey

ମାଲେସିଆ ବିପକ୍ଷ ସିରିଜର 3ୟ ମ୍ୟାଚକୁ 4-4 ଗୋଲରେ ବରାବର କରିଛି ଭ୍ରମଣକାରୀ ଭାରତ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 9, 2019, 11:00 AM IST

Updated : Apr 9, 2019, 11:00 PM IST

କୁଆଲାଲମ୍ପୁର: ଘରୋଇ ମାଲେସିଆ ବିପକ୍ଷ ସିରିଜରେ ଭ୍ରମଣକାରୀ ଦଳ ଭାରତୀୟ ମହିଳା ହକି ଟିମର ଦମଦାର ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହେବା ପରେ 5 ଟିକିଆ ମ୍ୟାଚ ବିଶିଷ୍ଟ ସିରିଜର 3ୟ ମ୍ୟାଚକୁ 4-4 ଗୋଲରେ ବରାବର କରିଛି ଭାରତ। ତେବେ ଏହି 5 ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଏବେ ସୁଦ୍ଧା ଭାରତ 2-0ରେ ଆଗୁଆ ରହିଛି । ଶେଷ ଦୁଇଟି ମ୍ୟାଚକୁ କବ୍‌ଜା କରି ସିରିଜ ବରାବର ଲକ୍ଷ୍ୟରେ ରହିଛି ମାଲେସିଆ ଦଳ।

ତେବେ 3ୟ ମ୍ୟାଚ ଥିଲା ଖୁବ ସଂଘର୍ଷପୂର୍ଣ୍ଣ । ନବନିତ୍ କୌରଙ୍କ ଡବଲ୍ ଗୋଲ୍ ବଳରେ 3ୟ କ୍ବାର୍ଟରରେ ଭାରତୀୟ ଦଳ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମ୍ୟାଚର ୧୩ତମ ମିନିଟରେ କୌର୍ ଭାରତ ପାଇଁ ପ୍ରଥମ ଗୋଲ ହିଟ କରିଥିଲେ । ପରେ ୨୨ତମ ମିନିଟରେ ଆଉ ଏକ ଗୋଲ ହିଟ କରି ଭାରତକୁ ଟ୍ରାକକୁ ଆଣିଥିଲେ ନବଜୋତ୍ କୌର୍ ।

ସେହିପରି ୨୬ତମ ମିନିଟରେ ଗୁରଦୀପ କିରଣଦୀପ ମାଲେସିଆ ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ। ଚଳିତ ସିରିଜରେ ମାଲେସିୟାର ଏହା ପ୍ରଥମ ଗୋଲ୍ ଥିଲା । କାରଣ ପ୍ରଥମ ଦୁଇଟି ମ୍ୟାଚରେ ଆୟୋଜକ ଦଳ କୌଣସି ଗୋଲ ଦେଇପାରିନଥିଲା। ସିରିଜର ପ୍ରଥମ ମ୍ୟାଚରେ ଭାରତ ୩-୦ ଓ ଦ୍ୱିତୀୟ ମ୍ୟାଚରେ ୫-୦ରେ ଗୋଲରେ ବିଜୟ ହୋଇଥିଲା ।
  • FT: 🇲🇾 4-4 🇮🇳

    India made a terrific comeback in the second half courtesy a goal each by Navneet and Lalremsiami as they manage a draw in the third match of the bilateral series!#IndiaKaGame #MASvIND pic.twitter.com/EMhL9DjHiW

    — Hockey India (@TheHockeyIndia) April 8, 2019 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ: ଭାରତୀୟ ପୁରୁଷ ହକିଦଳର ମୁଖ୍ୟ କୋଚ୍‌ ହେଲେ ଗ୍ରାହମ ରୀଡ

ଏହା ପରେ ମାଲେସିଆ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ ନୁରାନି ରଶିଦ୍ । ସେହିପରି ମ୍ୟାଚର ୩୫ତମ ମିନିଟରେ ନୁରାମିରା ଜୁଲକିଫଲି ଓ ୩୮ ତମ ମିନିଟରେ ନୁରାନି ଗୋଲ ଦେଇ ମାଲେସିଆକୁ ୪-୨ରେ ଆଗୁଆ କରିଥିଲେ । ମାତ୍ର ମ୍ୟାଚର ୪୫ତମ ମିନିଟରେ ଭାରତ ପକ୍ଷରୁ ନବନିତ୍ ଓ ୫୪ ତମ ମିନିଟରେ ଲାଲରେମସିଆମି ଆଉ ଗୋଟିଏ ଲେଖାଏଁ ଗୋଲ ଦେଇ ମ୍ୟାଚକୁ ୪-୪ରେ ଡ୍ର’ କରାଇଥିଲେ ।

Intro:Body:

xbvb

Conclusion:
Last Updated : Apr 9, 2019, 11:00 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.