ETV Bharat / sports

ହକି ଟିମ ଇଣ୍ଡିଆକୁ ଗୋଟିଏ ମାସର ବିଶ୍ରାମ ଘୋଷଣା

ନ୍ୟାସନାଲ କୋଚିଂ କ୍ୟାମ୍ପ ପାଇଁ ଗତ ଫେବୃଆରୀ ମାସରୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସେଣ୍ଟରରେ ରହିଥିଲେ ମହିଳା ହକି ଟିମ ।

Hockey India men and women's teams to get a month-long break
ହକି ଟିମ ଇଣ୍ଡିଆକୁ ଗୋଟିଏ ମାସର ବିଶ୍ରାମ ଘୋଷଣା
author img

By

Published : Jun 19, 2020, 5:46 PM IST

ନୂଆଦିଲ୍ଲୀ: ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସେଣ୍ଟରରେ ଥିବା ପୁରୁଷ ଓ ମହିଳା ହକି ଇଣ୍ଡିଆ ଖେଳାଳିଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ବିଶ୍ରାମ ପ୍ରଦାନ କରାଯାଇଛି । ଏନେଇ ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।

ନ୍ୟାସନାଲ କୋଚିଂ କ୍ୟାମ୍ପ ପାଇଁ ଗତ ଫେବୃଆରୀ ମାସରୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସେଣ୍ଟରରେ ରହିଥିଲେ ମହିଳା ହକି ଟିମ ।

ଏହାପରେ ଏଫଆଇଏଚ ହକି ପ୍ରୋ ଲିଗରେ ବିଶ୍ବର ଶ୍ରେଷ୍ଠ 3 ହକି ଟିମ ଅଷ୍ଟ୍ରେଲିଆ, ବେଲଜିୟମ ଓ ନେଦରଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁରୁଷ ଟିମ ମଧ୍ୟ ପହଞ୍ଚିଥିଲା । ଉଭୟ ଟିମ ସେଠାରେ ଅଭ୍ୟାସ ଜାରି ରଖିଥିଲେ ।

ତେବେ ଜୁଲାଇ 19ରେ ପୁନର୍ବାର ଅଭ୍ୟାସକୁ ଫେରିବେ ଖେଳାଳି । ଟୋକିଓ ଅଲମ୍ପିକ୍ସ ପାଇଁ ପୁଣି ଆରମ୍ଭ ହେବ ପ୍ରସ୍ତୁତି । ମାତ୍ର ଗୋଟିଏ ମାସର ସମୟ ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯାଇଛି । ହକି ଇଣ୍ଡିଆ ପକ୍ଷରୁ ଏକ ଘୋଷଣାନାମାରେ ଏନେଇ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.