ETV Bharat / sports

Junior Hockey WC: ଆର୍ଜେଣ୍ଟିନାକୁ ମାତ ଦେଇ କ୍ବାର୍ଟରରେ ଜର୍ମାନୀ

author img

By

Published : Nov 26, 2021, 7:58 PM IST

Updated : Nov 26, 2021, 8:07 PM IST

ଗୁରୁବାର ଗ୍ରୁପ ପର୍ଯ୍ଯାୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୨-୩ ଗୋଲରେ ପରାଜିତ କରିଛି ଜର୍ମାନୀ । ମ୍ୟାଚର ପ୍ରଥମ କ୍ବାର୍ଟରରେ ହିଁ ଜର୍ମାନୀ ଆର୍ଜେଣ୍ଟିନାକୁ ଏକ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା । ଅଧିକ ପଢ଼ନ୍ତୁ

Junior Hockey WC: ଆର୍ଜେଣ୍ଟିନାକୁ ମାତ୍‌ ଦେଇ କ୍ବାର୍ଟରରେ ଜର୍ମାନୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଜାରି ରହିଛି ପୁରୁଷ ଜୁନିଅର ହକି ବିଶ୍ବକପ (Junior Hockey world cup ) । ଗୁରୁବାର ଗ୍ରୁପ ପର୍ଯ୍ଯାୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୨-୩ ଗୋଲରେ ମାତ୍‌ ଦେଇଛି ଜର୍ମାନୀ (Germany-defeat-Argentina) । ମ୍ୟାଚର ପ୍ରଥମ କ୍ବାର୍ଟରରେ ହିଁ ଜର୍ମାନୀ ଆର୍ଜେଣ୍ଟିନାକୁ ଏକ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା ।

🎥 reaction from Benedict Schwarzhaupt after Germany's second win at the FIH Odisha Hockey Men's Junior World Cup 2021. #RisingStars pic.twitter.com/7hq7LNJMvH

— International Hockey Federation (@FIH_Hockey) November 26, 2021

ମ୍ୟାଚର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ୧-୦ରେ ଆଗୁଆ ଥିଲା ଜର୍ମାନୀ । ଦେବେ ତୃତୀୟ ଓ ଚତୁର୍ଥ କ୍ବାର୍ଟରେ ଆର୍ଜେଣ୍ଟିନା ଦୁଇିଟି ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲା । ସେତେବେଳକୁ ଜର୍ମାନୀ ମଧ୍ୟ ଆଉ ଦୁଇଟି ଗୋଲ୍‌ କରି ମ୍ୟାଚରେ ଆଗୁଆ ରହି ସାରିଥିଲା । ମ୍ୟାଚ ଶେଷ ବେଳକୁ ଆର୍ଜେଣ୍ଟିନା ଦୁଇଟି ଗୋଲ୍‌ ସ୍କୋର୍‌ କରିଥିବା ବେଳେ ଜର୍ମାନୀ ତିନୋଟି ଗୋଲ୍‌ ସ୍କୋର୍‌ କରିଥିଲା ।

ଗୁରୁବାର ଖେଳାଯାଇଥିବା ପୁଲ -ଡି'ର ଏହି ରୋମାଞ୍ଚକର ମ୍ୟାଚରେ ଜର୍ମାନୀ ପକ୍ଷରୁ ବେଣ୍ଡେକିଟ୍‌, ହେନ୍ସ ମୁଲାର ଏବଂ ମାଟିଓ ପୋଲଜାରିକ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା । ସେପଟେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ସ୍କୋର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଜାରି ରହିଛି ପୁରୁଷ ଜୁନିଅର ହକି ବିଶ୍ବକପ (Junior Hockey world cup ) । ଗୁରୁବାର ଗ୍ରୁପ ପର୍ଯ୍ଯାୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୨-୩ ଗୋଲରେ ମାତ୍‌ ଦେଇଛି ଜର୍ମାନୀ (Germany-defeat-Argentina) । ମ୍ୟାଚର ପ୍ରଥମ କ୍ବାର୍ଟରରେ ହିଁ ଜର୍ମାନୀ ଆର୍ଜେଣ୍ଟିନାକୁ ଏକ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା ।

ମ୍ୟାଚର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ୧-୦ରେ ଆଗୁଆ ଥିଲା ଜର୍ମାନୀ । ଦେବେ ତୃତୀୟ ଓ ଚତୁର୍ଥ କ୍ବାର୍ଟରେ ଆର୍ଜେଣ୍ଟିନା ଦୁଇିଟି ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲା । ସେତେବେଳକୁ ଜର୍ମାନୀ ମଧ୍ୟ ଆଉ ଦୁଇଟି ଗୋଲ୍‌ କରି ମ୍ୟାଚରେ ଆଗୁଆ ରହି ସାରିଥିଲା । ମ୍ୟାଚ ଶେଷ ବେଳକୁ ଆର୍ଜେଣ୍ଟିନା ଦୁଇଟି ଗୋଲ୍‌ ସ୍କୋର୍‌ କରିଥିବା ବେଳେ ଜର୍ମାନୀ ତିନୋଟି ଗୋଲ୍‌ ସ୍କୋର୍‌ କରିଥିଲା ।

ଗୁରୁବାର ଖେଳାଯାଇଥିବା ପୁଲ -ଡି'ର ଏହି ରୋମାଞ୍ଚକର ମ୍ୟାଚରେ ଜର୍ମାନୀ ପକ୍ଷରୁ ବେଣ୍ଡେକିଟ୍‌, ହେନ୍ସ ମୁଲାର ଏବଂ ମାଟିଓ ପୋଲଜାରିକ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା । ସେପଟେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ସ୍କୋର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 26, 2021, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.