ETV Bharat / sports

FIH ମହିଳା ସିରିଜ ଫାଇନାଲ୍ସ: ଉରୁଗୁଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ - uruguay

ଆଜି FIH ମହିଳା ସିରିଜ ଫାଇନାଲ୍ସରେ ଭାରତୀୟ ମହିଳା ଦଳର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଉରୁଗୁଆକୁ ପୁଲ-ଏର ପ୍ରଥମ ମ୍ୟାଚରେ ଭେଟିବାକୁ ଯାଉଛି ମହିଳା ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 15, 2019, 2:36 PM IST

ହିରୋସିମା: ଆଜି FIH ମହିଳା ସିରିଜ ଫାଇନାଲ୍ସରେ ଭାରତୀୟ ମହିଳା ଦଳର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ପୁରୁଷ ଦଳ ଆଜି ଫାଇନାଲ୍ସର ଫାଇନାଲ ପରୀକ୍ଷା ଦେଉଥିବା ବେଳେ ଉରୁଗୁଆକୁ ପୁଲ-ଏ ର ପ୍ରଥମ ମ୍ୟାଚରେ ଭେଟିବାକୁ ଯାଉଛି ଭାରତୀୟ ମହିଳା ଦଳ ।

ଜାପାନର ହିରୋସିମାଠାରେ ଏହି ମ୍ୟାଚ ଖେଳାଯିବା । ନୂଆ ଜର୍ସି ସହ ଭାରତୀୟ ଦଳ ନିଜର ଯାତ୍ରା ଆରମ୍ଭ କରିବ । ତେବେ ଏନେଇ ଟ୍ବିଟ କରି ଜଣାଇଛନ୍ତି ମହିଳା ଦଳର ଅଧିନାୟିକା ରାଣୀ ରାମପାଲ । ତାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବାକୁ ଯାଉଛି ଭାରତୀୟ ମହିଳା ଗ୍ୟାଙ୍କ । ତେବେ 2020 ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ପର୍ଯ୍ୟାୟର ଏହି ମ୍ୟାଚରେ ଭାରତୀୟ ଦଳ କିପରି ପ୍ରଦର୍ଶନ କରୁଛି ଏହା ଉପରେ ସମସ୍ତଙ୍କ ନଜର ।

10.06.2019
Radhakanta Mohanty, Kendrapada (AVO)
Slug-od_kpr_review_script_7204459
Anchor-କେନ୍ଦ୍ରାପଡ଼ା ବ୍ଲକରେ ନବ ନିର୍ବାଚିତ ଲୋକସଭା ସାଂସଦ ଓ ବିଧାୟକ ଶଶୀଭୂଷଣ ବେହେରାଙ୍କ ସମୀକ୍ଷା ବୈଠକ।ଏହି ବୈଠକରେ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଯଥା ରାସ୍ତା ନିର୍ମାଣ,ପ୍ରକୃତ ହିତାଧିକାରୀ ଚୟନ କରି ଗୃହ ନିର୍ମାଣ, ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ସହ ମିଶନଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ସରକାରୀ ଅର୍ଥର ସୁବିନିଯୋଗ ଏବଂ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ତିଆରି କରାଯାଉଥିବା ଜିନିଷ ଗୁଡିକର ବଜାରରେ ବିକ୍ରୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଉଭୟ ସାଂସଦ ଓ ବିଧାୟକ।ସଭାରେ କେନ୍ଦ୍ରାପଡା ବିଡ଼ିଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରକାରୀ ପଦାଧିକାରୀ ଉପସ୍ଥିତ ରହିଥିଲେ।ସାଂସଦ ହେବାପରେ ଅନୁଭବ ମହାନ୍ତିଙ୍କର ଏହା ଦ୍ଵିତୀୟ ସମୀକ୍ଷା ବୈଠକ ହୋଇଥିଲାବେଳେ ବିଧାୟକ ଶଶୀଭୂଷଣ ବେହେରାଙ୍କର ଏହା ପ୍ରଥମ ସମୀକ୍ଷା ବୈଠକ।ପୁର୍ବରୁ ଅନୁଭବ ମହାକାଳପଡ଼ା ବ୍ଲକରେ ପ୍ରଥମ ସମୀକ୍ଷା ବୈଠକ କରି ଜାଲକଣା ଅଗ୍ନି ବିପନ୍ନଙ୍କ ପରିବାରକୁ ସହାୟତା ରାଶି ଓ ଗୃହ ନିର୍ମାଣ ପାଇଁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଆଜିର ଏହି ସମୀକ୍ଷା ବୈଠକ ଶେଷରେ ଜିଲ୍ଲାର ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ,ମେଡିକାଲ କଲେଜ ପାଇଁ ଦାବି ଜଣାଇଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.