ETV Bharat / sports

Asian Champions Trophy: ହକି ଟିମ ଇଣ୍ଡିଆର ଜବରଦସ୍ତ ବିଜୟ

author img

By

Published : Dec 19, 2021, 6:01 PM IST

Updated : Dec 19, 2021, 10:27 PM IST

ଶେଷ ଗ୍ରୁପ ମୁକାବିଲାରେ ଜାପାନକୁ 6-0 ଗୋଲ୍‌ରେ ହରାଇଲା ଭାରତ । ଏଥିସହ ଗ୍ରୁପ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ସହ ସେମିଫାଇନାଲ ଖେଳିବ ହକି ଟିମ ଇଣ୍ଡିିଆ । ଅଧିକ ପଢନ୍ତୁ

Asian Champions Trophy: india register 6-0 win over japan
Asian Champions Trophy: ହକି ଟିମ ଇଣ୍ଡିଆର ଜବରଦସ୍ତ ବିଜୟ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯାଉଥିବା ପୁରୁଷ ଏସିଆନ ଚମ୍ପିଆନ୍ସ ଟ୍ରଫି(Asian Champions Trophy) 2021ରେ ହକି ଟିମ ଇଣ୍ଡିଆର ଆଉ ଏକ ବୃହତ ବିଜୟ । ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ, 6-0 ଗୋଲ୍‌ ବ୍ୟବଧାନରେ ଜାପାନକୁ ଶେଷ ଗ୍ରୁପ ମୁକାବିଲାରେ ହରାଇଛି ।

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଦୁଇଟି(10', 53'), ଦିଲପ୍ରିତ୍‌ ସିଂହ(23'), ଜରମନପ୍ରୀତ ସିଂହ(34'), ସୁମିତ (46') ଓ ସମଶେର ସିଂହ(54') ଗୋଲ୍‌ ସ୍କୋର କରିଥିଲେ । ଫଳରେ କ୍ରମାଗତ ତୃତୀୟ ଥର ପାଇଁ ଏସିନ ଚାମ୍ପିଅନ ଟ୍ରଫି ଟାଇଟେଲ ବିଜେତା ହେବାର ପ୍ରମୁଖ ଦାବିଦାର ରହିଛି ଭାରତ । ପୂର୍ବରୁ 2016 ଓ 2018ରେ ଯୁଗ୍ମ ବିଜେତା ରହିସାରିଛି ଟିମ ଇଣ୍ଡିଆ ।

ଏହାମଧ୍ୟ ପଢନ୍ତୁ: Hockey National C'ship: ଗୁଜୁରାଟକୁ ୮-୦ ଗୋଲ୍‌ରେ ହରାଇଲା ଓଡିଶା

ମଙ୍ଗଳବାର ପୁରୁଷ ଏସିଆନ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲା ଖେଳିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2021, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.