ETV Bharat / sports

ଫୁଟବଲରଙ୍କ ରିପୋର୍ଟ ପଜିଟିଭ ପରେ ରଦ୍ଦ ହେଲା ସ୍ବିଜରଲ୍ୟାଣ୍ଡ-ୟୁକ୍ରେନ ମ୍ୟାଚ

ୟୁକ୍ରେନ ଫୁଟବଲ ମହାସଂଘ ସ୍ବିଜରଲ୍ୟାଣ୍ଡ ବିପକ୍ଷ UEFA ନେସନ୍ସ ଲିଗ୍‌କୁ ରଦ୍ଦ କରିଛି ।

author img

By

Published : Nov 18, 2020, 3:49 AM IST

ଫୁଟବଲରଙ୍କ ରିପୋର୍ଟ ପଜିଟିଭ ପରେ ରଦ୍ଦ ହେଲା ସ୍ବିଜରଲ୍ୟାଣ୍ଡ-ୟୁକ୍ରେନ ମ୍ୟାଚ
ଫୁଟବଲରଙ୍କ ରିପୋର୍ଟ ପଜିଟିଭ ପରେ ରଦ୍ଦ ହେଲା ସ୍ବିଜରଲ୍ୟାଣ୍ଡ-ୟୁକ୍ରେନ ମ୍ୟାଚ

ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ ବିପକ୍ଷ UEFA ନେସନ୍ସ ଲିଗ୍‌କୁ ରଦ୍ଦ କରିଛି ୟୁକ୍ରେନ ଫୁଟବଲ ମହାସଂଘ । ସ୍ବିସ କେଣ୍ଟନ ରାଜ୍ୟର ଲ୍ୟୁସର୍ନଠାରେ ୟୁକ୍ରେନର ସ୍କ୍ବାର୍ଡକୁ ସଙ୍ଗରୋଧରେ ରଖାଯାଇଥିବାରୁ ଏହି ମ୍ୟାଚ୍‌ ରଦ୍ଧ ଘୋଷଣା ହୋଇଥିବା ମହାସଂଘ କହିଛି ।

ସ୍ବିଜରଲ୍ୟାଣ୍ଡରେ ୟୁକ୍ରେନ ଖେଳାଳିଙ୍କ କୋଭିଡ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ 6 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏପଟେ ୟୁକ୍ରେନ ମହାସଂଘ ତାଙ୍କ ଟିମର 2ଜଣ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଉ ବୋଲି କହିଛି । କାରଣ ସ୍କାର୍ଡର 2ଜଣ ଖେଳାଳିଙ୍କ ପୂର୍ବରୁ କୋରୋନା ଆକ୍ରନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.