ETV Bharat / sports

'ଟିମ ମୋ ଉପରେ ନିର୍ଭରଶୀଳ ନୁହେଁ' - ସୁନୀଲ ଛେତ୍ରୀ

ଭାରତ ଆଜି ବାଂଲାଦେଶ ବିପକ୍ଷରେ ଫୁଟବଲ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ । ଏହି ସମୟରେ ଅଧିନାୟକ ଛେତ୍ରୀ ଟିମକୁ ନେଇ ସାକାରତ୍ମକ ବୟାନ ଦେଇଛନ୍ତି ।

ହାଇଦ୍ରାବାଦ
author img

By

Published : Oct 15, 2019, 6:09 PM IST

ହାଇଦ୍ରାବାଦ: ଫିଫା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ବଡ ବୟାନ । ଟିମ୍‌ ମୋ ଉପରେ ନିର୍ଭରଶୀଳ ନୁହେଁ । ଏପରି କହିଛନ୍ତି ଅଧିନାୟକ ଛେତ୍ରୀ ।

sunil chhetri
ବ୍ଲୁ ଟାଇଗର

ଭାରତ ଆଜି ବାଂଲାଦେଶ ବିପକ୍ଷରେ ଫୁଟବଲ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ । ଏହି ସମୟରେ ଅଧିନାୟକ ଛେତ୍ରୀ ମତ ରଖିଛନ୍ତି ଯେ, ଟିମରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ତାଙ୍କ ଠାରୁ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ।

ସେ ମ୍ୟାଚକୁ ନେଇ କହିଛନ୍ତି, ଏହି ମ୍ୟାଚ ଭାରତ ବନାମ ବାଂଲାଦେଶ ମୁକାବିଲା ହେବ । ଟିମ୍‌ରେ ସାମିଲ 23ଜଣ ଖେଳାଳିଙ୍କ ମଧ୍ୟରେ ମୁଁ ବି ଜଣେ । ମୁଁ ଟିକେ ଭାଗ୍ୟଶାଳୀ କାରଣ ମୋ ପାଖରେ ବେଶୀ ଅଭିଜ୍ଞତା ଅଛି । ଖେଳାଳିମାନେ ମୋ ଉପରେ ଅତିଶୟ ନିର୍ଭରଶୀଳ ନୁହଁନ୍ତି । ଆମେ ଗୋଟିଏ ଟିମ । ଟିମ ଭଳି ଆମେ ଖେଳୁ ।

ସୂଚନାମୁତାବକ, ଛେତ୍ରୀଙ୍କ ଅନୁପସ୍ଥିତିରେ ଗୁରପ୍ରୀତ ସିଂ ସାନ୍ଧୁ କାତାର ବିପକ୍ଷରେ ଶାନଦାର୍‌ ପ୍ରଦର୍ଶନ କରି ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ପ୍ରଥମ ପଏଣ୍ଟ ହାସଲ କରାଇବାରେ ସକ୍ଷମ ହୋଇଛନ୍ତି ।

01.05.2019
Radhakanta Mohanty,Kendrapada(AVB)
Slug-od_kpr_fani update_script_7204459
Anchor- କେନ୍ଦ୍ରାପଡ଼ା ଜିଲାର 100 ଟି ଗାଁ ର ପ୍ରାୟ 50 ହଜାର ଲୋକଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ ଜିଲା ପ୍ରଶାସନ | ବୁଧବାର ସନ୍ଧ୍ୟାରେ ଅୟୋଜିତ ଏକ ବୈଠକରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଜିଲା ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି | ବୈଠକ ପରେ ଗଣମାଧ୍ୟମ କୁ ସୂଚନା ଦେଇ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଥିବା ଚିଙ୍ଗୁଡି ଘେରି ଶ୍ରମିକ ଓ ମଇଁଶିଆଳ ମାନଙ୍କୁ ଠାବ କରି ସ୍ଥାନାନ୍ତର କରାଯିବ | ତେବେ ସ୍ଥାନାନ୍ତର ସମୟରେ ବୃଦ୍ଧ, ଗର୍ଭବତୀ ଓ ଭିନ୍ନକ୍ଷମ ମାନଙ୍କୁ ଗୁରୁତ୍ଵ ଦିଆଯିବ | ଅନ୍ୟପକ୍ଷରେ ବାତ୍ୟା ଦୁର୍ଗତଙ୍କ ପାଇଁ ଯଥେଷ୍ଟ ପରିମାଣରେ ଖାଦ୍ୟ ସମାଗ୍ରୀ ରହିଥିବା ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ସ୍ଵତନ୍ତ୍ର ଟିମ୍ | ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ା ରେ 3 ଟି NDRF ଟିମ୍ 2 ଟି ଓଡ୍ରାଫ୍ ଟିମ୍ ପହଁଞ୍ଚି ଛନ୍ତି | ବାତ୍ୟା ଆଶ୍ରୟ ସ୍ଥଳ ରେ ପରିଷ୍କାର ପରିଚ୍ଛନ୍ନ ତା ଉପରେ ମଧ୍ଯ ଗୁରୁତ୍ଵ ଦେବା କୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି |
ବାଇଟ- ପ୍ରଦୀପ କୁମାର ଜେନା, ଜଳସମ୍ପଦ ସଚିବ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.