ETV Bharat / sports

ଭାରତୀୟ U-16 ଫୁଟବଲ ଟିମର ବଡ ପ୍ରଶଂସକ ସୁନୀଲ ଛେତ୍ରୀ - India U-16 team

16 ବର୍ଷରୁ କମ ଭାରତୀୟ ଫୁଟବଲ ଟିମ ପ୍ରଶଂସାରେ ସିନିୟର ଟିମ କ୍ୟାପଟେନ ସୁନୀଲ ଛେତ୍ରୀ । ଜୁନିୟର ଟିମର 'ବଡ ପ୍ରଶଂସକ' (ବିଗ ଫ୍ୟାନ) ବୋଲି କହିଛନ୍ତି ଛେତ୍ରୀ ।

Sunil Chhetri 'big fan' of India U-16 team, Indian Arrows
ଭାରତୀୟ U-16 ଫୁଟବଲ ଟିମର ବଡ ପ୍ରଶଂସକ ସୁନୀଲ ଛେତ୍ରୀ
author img

By

Published : Jun 19, 2020, 6:48 PM IST

ନୂଆଦିଲ୍ଲୀ: 16 ବର୍ଷରୁ କମ ଭାରତୀୟ ଫୁଟବଲ ଟିମ ପ୍ରଶଂସାରେ ସିନିୟର ଟିମ କ୍ୟାପଟେନ ସୁନୀଲ ଛେତ୍ରୀ । ଜୁନିୟର ଟିମର 'ବଡ ପ୍ରଶଂସକ' (ବିଗ ଫ୍ୟାନ) ବୋଲି କହିଛନ୍ତି ଛେତ୍ରୀ ।

ଅଲଇଣ୍ଡିଆ ଫୁଟବଲ ଫେଡରେସନ ଟେଲିଭିଜନ ପକ୍ଷରୁ ଆୟୋଜିତ ଏକ ଲାଇଭ ସେସନରେ ଏହି କହିଛନ୍ତି ଭେଟେରାନ ଛେତ୍ରୀ ।

ଏସିଆ ଦେଶ ମାନଙ୍କ ମଧ୍ୟରେ ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଭାରତ ରହିବା ନେଇ ସମୟ ଆସିଛି । ବର୍ତ୍ତମାନର 16 ବର୍ଷରୁ କମ ଟିମରେ ଏକାଧିକ ପ୍ରତିତଭାବାନ ଖେଳାଳି ରହିଛନ୍ତି । 2018 16ବର୍ଷରୁ କମ AFC ଚମ୍ପିଆନସିପରେ କ୍ବାର୍ଟରଫାଇନାଲରେ ଅଭିଯାନ ଶେଷ କରିଥିଲା ଟିମ । ମାତ୍ର ଚଳିତ ଥର ଅଧିକ ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି ଛେତ୍ରୀ ।

ଗୁରୁବାର ଘୋଷଣା ହୋଇଥିବା ସୂଚୀ ଅନୁଯାୟୀ 16ବର୍ଷରୁ କମ AFC ଚମ୍ପିଆନସିପ 2020 ବାରହିନରେ, କୋରିଆ ରିପ୍ଳବିକ, ଅଷ୍ଟ୍ରେଲିଆ, ଉଜବେକିସ୍ତାନ ସହ ଗ୍ରୁ ସିରେ ସ୍ଥାନ ପାଇଛି ଭାରତ । ଏହି ଗ୍ରୁପର ଶୀର୍ଷ ଦୁଇଟି ଟିମ କ୍ବାର୍ଟରଫାଇନାଲକୁ ଉନ୍ନିତ ହେବେ । ସେମିଫାଇନଲକୁ ଉନ୍ନିତ ହୋଇଥିବା 4ଟି ଶ୍ରେଷ୍ଠ ଟିମ 2021 17 ବର୍ଷରୁ କମ ଫିଫା ବିଶ୍ବକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.