ETV Bharat / sports

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଢେଙ୍କାନାଳ ଚମ୍ପିଆନ - jajpur latest news

ମନୋରଞ୍ଜନ-ବବୁଲ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁଲାର କ୍ଲବ ଢେଙ୍କାନାଳ ଚମ୍ପିଆନ । ଫାଇନାଲ ମ୍ୟାଚରେ କଟକ ଏକାଦଶକୁ ହରାଇଲା ପପୁଲାର କ୍ଲବ ।

state-level
state-level
author img

By

Published : Feb 1, 2020, 9:16 PM IST

ଯାଜପୁର: ବଡଚଣା ବ୍ଲକ ଖଇରା ଠାରେ ମନୋରଞ୍ଜନ-ବବୁଲ୍ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କଟକ ଏକାଦଶକୁ ହରାଇ ପପୁଲାର କ୍ଲବ ଢେଙ୍କାନାଳ ଚମ୍ପିଆନ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ 8ଟି ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଉଭୟ ଚମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ମ୍ୟାଚ ଦେଖିବା ପାଇଁ ଏଠାରେ 2 ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-state_level_football_clossing
format-avb
reporter-Gyanaranjan ojha
place-jajpur
date-31.01.20
anchor---ଯାଜପୁର ବଡଚଣା ବ୍ଲକ ଖଇରା ଠାରେ ମନରଞ୍ଜନ-ବବୁଲ୍ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ କଟକ ଏକାଦଶକୁ ହରାଇ ପପୁଲାର କ୍ଲବ ଢେଙ୍କାନାଳ ଚମ୍ପିଆନ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସିନେଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ୍ 8ଟି ଟିମ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଉଭୟ ଚମ୍ପିୟାନ ଓ ରନର୍ସ ଦଳଙ୍କୁ ଟ୍ରଫି ସହିତ ନଗଦ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା । ମ୍ୟାଚ୍ ଦେଖିବା ପାଇଁ ଏଠାରେ 2 ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ହୋଇଥିଲା । ଗ୍ରାମାଞ୍ଚଳରେ ଏଭଳି ଏକ ଉନ୍ନତମାନର ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅତିଥିମାନେ ଆୟୋଜକଙ୍କର ପ୍ରଶଂସା କରିଥିଲେ ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.