ETV Bharat / sports

ପୂର୍ବତନ ଫୁଟବଲର ମଣିଟୋମ୍ବିଙ୍କ ପରିବାରକୁ 5 ଲକ୍ଷ ଆର୍ଥିକ ସହାୟତା - ଫୁଟବଲର

କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ଭାରତୀୟ ଫୁଟବଲର ମଣିଟୋମ୍ବି ସିଂଙ୍କ ପରିବାରକୁ 5ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଡିଫେଣ୍ଡରଙ୍କ ନିଧନ ପରେ ତାଙ୍କ ପରିବାର ଆର୍ଥିକ ଅନଟନରେ ବସବାସ କରୁଛନ୍ତି ।

sports-ministry-sanctions-5-lakh-for-deceased-footballer-manitombi-singh

author img

By

Published : Nov 6, 2020, 8:49 PM IST

Updated : Nov 6, 2020, 9:09 PM IST

ନୂଆଦିଲ୍ଲୀ: କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ଭାରତୀୟ ଫୁଟବଲର ମଣିଟୋମ୍ବି ସିଂଙ୍କ ପରିବାରକୁ 5ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଡିଫେଣ୍ଡରଙ୍କ ନିଧନ ପରେ ତାଙ୍କ ପରିବାର ଆର୍ଥିକ ଅନଟନରେ ବସବାସ କରୁଛନ୍ତି ।

ଡିଫେଣ୍ଡର ମଣିଟୋମ୍ବି ଦୀର୍ଘ ଦିନ ହେଲା ରୋଗଗ୍ରସ୍ତ ଥିଲେ । ଶେଷରେ ଗତ ଅଗଷ୍ଟ ମାସରେ ଇମ୍ଫଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସେତେବଳକୁ ଥାଙ୍କୁ 39ବର୍ଷ ହୋଇଥିଲା । ତାଙ୍କ ପରିବାର କହିଲେ ମା', ବାପା, ପତ୍ନୀ ଓ 8ବର୍ଷର ପୁଅ । ସମସ୍ତେ ମଣିଟୋମ୍ବିଙ୍କ ଆୟ ଉପରେ ନିର୍ଭର କରୁଥିଲେ ।

ମୋହନ ବାଗାନ
ମୋହନ ବାଗାନ

ମୋହନ ବାଗନର ପୂର୍ବତନ ଖେଳାଳି ମଣିଟୋମ୍ବି ସିଂ 2002ରେ ଭିଏତନାମର ଏଲଜି କପ୍‌ରେ ଭାରତର ପ୍ରିତିନିଧିତ୍ବ କରିଥିଲେ । ସେ 2002 ବୁସାନ ଏସିଆ ଖେଳରେ ଟିମରେ ସାମିଲ ଥିଲେ ।

ତେବେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଆର୍ଥିକ ସହାୟତାକୁ ନେଇ କହିଛନ୍ତି ଯେ, ମଣିଟୋମ୍ବିଙ୍କ ଭାରତୀୟ ଫୁଟବଲ ଇତିହାସରେ ବିଶେଷ ଯୋଗଦାନ ରହିଛି । ମଣିଟୋମ୍ବିଙ୍କ ନିଧନ ପରେ ତାଙ୍କର ପରିବାର ଆର୍ଥିକ ସଙ୍କଟରେ ଅଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠିରୁ ଏହି ଆର୍ଥିକ ସହାୟତାକୁ ମଞ୍ଜୁରି ମିଳିଛି ।

Last Updated : Nov 6, 2020, 9:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.