ETV Bharat / sports

ଅଭ୍ୟାସ ବେଳେ ଅଘଟଣ, ଚାଲିଗଲା 22ବର୍ଷିୟ ଖେଳାଳିଙ୍କ ଜୀବନ

author img

By

Published : Apr 21, 2020, 12:10 PM IST

କୋରୋନା ଭାଇରସ ଲକାଡାଉନ ସମୟରେ ରୁଷ ଫୁଟବଲ ପାଇଁ ଦୁଃଖଦ ଖବର । ପ୍ରାଣ ହରାଇଲେ 22 ବର୍ଷିୟ ଖେଳାଳି ଇନୋକେନ୍ତି ସମୋଖଭଲବ(କେଶା) ।

Russian footballer dies during training session amid coronavirus
ଲକଡାଉନରେ ଅଭ୍ୟାସବେଳେ ଅଘଟଣ: ଚାଲିଗଲା ଏହି 22ବର୍ଷିୟ ଖେଳାଳିଙ୍କ ଜୀବନ

ମସ୍କୋ:କୋରୋନା ଭାଇରସ ଲକାଡାଉନ ସମୟରେ ରୁଷ ଫୁଟବଲ ପାଇଁ ଦୁଃଖଦ ଖବର । ପ୍ରାଣ ହରାଇଲେ 22 ବର୍ଷିୟ ଖେଳାଳି ଇନୋକେନ୍ତି ସମୋଖଭଲବ ।

କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତ ଖେଳାଳି କ୍ବାରେଣ୍ଟାଇନରେ ରହିଛନ୍ତି । ତେବେ ଇନୋକେନ୍ତି ଏକାକୀ ଅଭ୍ୟାସ କରୁଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଏହାପରେ କଯଙ୍କା ଟିମର ଡିଫେଣ୍ଡର ଇନୋକେନ୍ତିଙ୍କ(କେଶା) ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଫୁଟବଲ ଏକାଡେମୀ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯିବା ସହ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.