ହାଇଦ୍ରାବାଦ: ପର୍ତ୍ତୃଗାଲର ଅଧିନାୟକ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କୋରୋନା । ଫଳରେ ଲିଗ୍ ଅଫ୍ ନେସନ୍ସରେ ସ୍ବିଡେନ ବିପକ୍ଷ ମ୍ୟାଚ୍ରେ ଖେଳୁନାହାଁନ୍ତି । ସେ ଇଟାଲୀକୁ ପ୍ରତ୍ୟାବର୍ତ୍ତନ କରିଛି ।
ରୋନାଲ୍ଡୋ ଅଧିକୃତ ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନେଇ ମେଡିକାଲ ବିମାନରେ ଇଟାଲୀକୁ ଫେରି ଆସିଛନ୍ତି ଓ ନିଜ ଘରେ ସଙ୍ଗରୋଧ ହୋଇ ରହିବେ ।
![ronaldo-returns-to-juventus-on-special-medical-flight](https://etvbharatimages.akamaized.net/etvbharat/prod-images/9181355_gf.jpg)
ରୋନାଲ୍ଡୋ ଭଲ ଅଛନ୍ତି ଏବଂ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ବୋଲି ଏଫପିଏଫ କହିଛନ୍ତି ।