ନୂଆଦିଲ୍ଲୀ: ପ୍ରଖ୍ୟାତ କ୍ରୀଡା ଭାଷ୍ୟକାର ଓ ଲେଖକ ନୋଭି କାପାଡିଆଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ଫୁଟବଲର ସ୍ବର ଥିଲେ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ଗତ ଗୋଟିଏ ମାସ ଧରି ଲାଇଭ ସପୋର୍ଟ ସିଷ୍ଟମରେ ଥିଲେ ।
-
We are saddened by the demise of Novy Kapadia, eminent journalist, commentator, and football pundit. May his contribution shine through everyone he has touched through his coverage of #IndianFootball ⚽ #RIP 💐 pic.twitter.com/NPBQMEJNg7
— Indian Football Team (@IndianFootball) November 18, 2021 " class="align-text-top noRightClick twitterSection" data="
">We are saddened by the demise of Novy Kapadia, eminent journalist, commentator, and football pundit. May his contribution shine through everyone he has touched through his coverage of #IndianFootball ⚽ #RIP 💐 pic.twitter.com/NPBQMEJNg7
— Indian Football Team (@IndianFootball) November 18, 2021We are saddened by the demise of Novy Kapadia, eminent journalist, commentator, and football pundit. May his contribution shine through everyone he has touched through his coverage of #IndianFootball ⚽ #RIP 💐 pic.twitter.com/NPBQMEJNg7
— Indian Football Team (@IndianFootball) November 18, 2021
ବରିଷ୍ଠ ସାମ୍ବାଦିକ, ପ୍ରଖ୍ୟାତ କ୍ରୀଡା ଭାଷ୍ୟକାର ଫୁଟବଲ ସମୀକ୍ଷକନୋଭି କପାଡିଆଙ୍କ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) । ଭାରତୀୟ ଫୁଟବଲର ପ୍ରସାଣରେ ତାଙ୍କର ଅବଦାନ ଅତୁଳନୀୟ । ଟ୍ବିଟ ଯୋଗେ ଶୋକ ବ୍ୟକ୍ତ କରିବା ସହ AIFF ଅମର ଆତ୍ମାର ସଦଗତି କାମନା କରିଛି ।
ଭେଟେରାନ ଭାଷ୍ୟକାର ଏକାଧିକ FIFA ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଧାରାବିବରଣୀ ଶୁଣାଇଛନ୍ତି । ଭାରତରେ ଫୁଟବଲର ଅଧିକାରୀ ଭାବେ ତାଙ୍କୁ ଗଣନା କରାଯାଉଥିଲା ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର SGTB ଖସଲା କଲେଜରେ ଅଧ୍ୟାପନା ସମୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ମଧ୍ୟ ସେ ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ