ETV Bharat / sports

କୋରୋନା ଭାଇରସ: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମେସିଙ୍କ କୃତଜ୍ଞତା - ଫୁଟବଲ ଖେଳାଳି ଲିୟନେଲ ମେସି

ବିଶ୍ବ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସି, ପ୍ରତ୍ୟକ୍ଷ କୋରୋନା ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Messi expresses 'deepest gratitude' towards health workers fighting COVID-19
କୋରୋନା ଭାଇରସ: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମେସିଙ୍କ କୃତଜ୍ଞତା
author img

By

Published : Apr 13, 2020, 3:27 PM IST

ନୂଆଦିଲ୍ଲୀ: ବିଶ୍ବ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନୋଲ ମେସି, ପ୍ରତ୍ୟକ୍ଷ କୋରୋନା ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆର୍ଜେଣ୍ଟିନାର ଏହି ଫୁଟବଲ ଷ୍ଟାର ବିଶ୍ବର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ୟୁନିସେଫର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ବ ତମାମ କୋରୋନା ବିରୋଧି ଲଢେଇରେ, ପ୍ରତ୍ୟକ୍ଷ ଭାବେ ବିପଦକୁ ସାମ୍ନାକରି ସଂକ୍ରମିତ ରୋଗୀଙ୍କ ସେବାରେ ଲାଗିଛନ୍ତି ।

ଜନ ହପକିନ ବିଶ୍ବବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ବିଶ୍ବତମାମ ପ୍ରାୟ. 1.8 ମିଲିୟନ ଲୋକ କୋରୋନା ଭାଇରସ ସଂକ୍ରମଣର ଶୀକାର ହୋଇଛନ୍ତି । ମୃତକଙ୍କ ସଂଖ୍ୟା 1ଲକ୍ଷ 12ରୁ ଅଧିକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.