ETV Bharat / sports

ବାର୍ସେଲୋନା ସହ 55 କୋଟି 5 ଲକ୍ଷ ୟୁରୋରେ ଚୁକ୍ତି କଲେ ମେସୀ !

55 କୋଟି 5 ଲକ୍ଷ ୟୁରୋରେ ଚୁକ୍ତି କଲେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ! ସ୍ପେନ ଫୁଟବଲ କ୍ଲବ ବାର୍ସେଲୋନା ପାଇଁ 4ଟି ସିଜିନ ଖେଳିବାକୁ ସେ ପ୍ରାୟ 67. 3 କୋଟି ଡଲାର ନେଉଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

lionel Messi signed a contract with Barcelona for 55.5 million euro
ବାର୍ସେଲୋନା ସହ 55 କୋଟି 5 ଲକ୍ଷ ୟୁରୋରେ ଚୁକ୍ତି କଲେ ମେସୀ !
author img

By

Published : Jan 31, 2021, 5:29 PM IST

ବାର୍ସେଲୋନା: 55 କୋଟି 5 ଲକ୍ଷ ୟୁରୋରେ ବିକ୍ରି ହେଲେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ! ସ୍ପେନ ଫୁଟବଲ କ୍ଲବ ବାର୍ସେଲୋନା ପାଇଁ 4ଟି ସିଜିନ ଖେଳିବାକୁ ସେ ପ୍ରାୟ 67. 3 କୋଟି ଡଲାର ନେଉଥିବା ସୂଚନା ମିଳିଛି। ଫୁଟବଲ ଇତିହାସର ଏହା ସବୁଠାରୁ ମହଙ୍ଗା ଚୁକ୍ତି ବୋଲି ଧରା ଯାଉଯାଉଛି। ଏହାକୁ ନେଇ ସ୍ପେନର ଏକ ସମ୍ବାଦ ପତ୍ର ରିପୋର୍ଟ ପ୍ରକାଶ କରିଛି।

ସ୍ପେନର ସମ୍ବାଦ ପତ୍ର ଅନୁଯାୟୀ ମେସୀ 4ଟି ସିଜିନ ପାଇଁ ଖେଳିବା ସେ 67. 3 କୋଟି ଡଲାର ନେବେ। ଏହାକୁ ନେଇ ଏକ 30 ପୃଷ୍ଠାର ଦସ୍ତାବେଜ ହସ୍ତଗତ ହୋଇଛି। ଏହି ଦସ୍ତାବେଜ ଅନୁଯାୟୀ ମେସୀ ପ୍ରତି ସିଜନ ପାଇଁ 13 କୋଟି 80 ଲକ୍ଷ ନେବେ। ଚଳିତ ବର୍ଷ ଜୁନ ମାସରେ ବାର୍ସେଲୋନା ସହ ମେସୀଙ୍କ ଚୁକ୍ତି ଶେଷ ହେଉଛି। ବର୍ତ୍ତମାନ ସୁଦ୍ଧା ମେସୀ ବାର୍ସେଲୋନାଠାରୁ 51କୋଟି 15 ଲକ୍ଷ 40 ହଜାର ୟୁରୋ ବେତନ ନେଇ ସାରିଛନ୍ତି। 2017 ମସିହାରେ ମେସୀ ବାର୍ସେଲୋନା ସହ ଚୁକ୍ତି କରିଥିଲେ।

33 ବର୍ଷୀୟ ମେସୀ ଗତ ଦୁଇ ଦଶକ ହେଲା ବାର୍ସେଲୋନା ପାଇଁ ଖେଳି ଆସୁଛନ୍ତି। କିନ୍ତୁ ଗତ ସିଜିନରେ ଖରାପ ପ୍ରଦର୍ଶନ ଯୋଗୁଁ ସେ ବାର୍ସୋଲୋନା ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମେସୀଙ୍କ ବାର୍ସେଲୋନା ଦଳ 2018 ଓ 2019 ମସିହାରେ ଲାଲିଗା ଚାମ୍ପିୟନସିପ ଜିତି ସାରିଛନ୍ତି। ତେବେ ବର୍ତ୍ତାମାନ ସୁଦ୍ଧା ବାର୍ସେଲୋନା ଚାମ୍ପୀୟନ୍ସ ଲିଗ ଜିତି ପାରି ନାହାନ୍ତି।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.