ETV Bharat / sports

ISL: ଆଜି ଏଟିକେ ଏଫ ସିକୁ ଭେଟିବ ଓଡିଶା ଏଫସି - ଇଣ୍ଡିଆନ ସୁପର ଲିଗ ସେମିଫାଇନାଲ

ଆଜି ଇଣ୍ଡିଆନ ସୁପର ଲିଗରେ ଏଟିକେ ଏଫ ସିକୁ ଭେଟିବ ଓଡିଶା ଏଫସି। ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଏଟିକେ ଏଫ ସି।

ISL
ଏଟିକେ ଏଫ ସିକୁ ଭେଟିବ ଓଡିଶା ଏଫସି
author img

By

Published : Feb 8, 2020, 1:37 PM IST

Updated : Feb 8, 2020, 1:54 PM IST

କୋଲକାତା: ଆଜି ଇଣ୍ଡିଆନ ସୁପର ଲିଗରେ ଏଟିକେ ଏଫ ସିକୁ ଭେଟିବ ଓଡିଶା ଏଫସି। ବିଜୟ ସହ ସେମି ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଏଟିକେ ଏଫ ସି । ଅନ୍ୟପଟେ ଓଡିଶା ଏଫ ସି ଶ୍ରେଷ୍ଠ 4 ଟିମ ମଧ୍ୟରେ ରହିବାକୁ ଲକ୍ଷ୍ୟ ରହିଛି। ଆଜିର ମ୍ୟାଚ ଦଳ ପାଇଁ କର ବା ମର ସ୍ଥିତି ହୋଇଛି । ଓଡିଶା ଏଫ ସିର ଆଉ 2ଟି ମ୍ୟାଚ ବାକି ଥିବାବେଳେ, ଏଟିକେ ବିପକ୍ଷ ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଓଡିଶା ଏଫ ସି ।

ISL
ଫଟୋ ସୌଜନ୍ୟ: twitter@IndSuperLeague

ଉଭୟ ଟିମ ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ମୁକାବିଲା ଅମୀମାଂସିତ ଭାବେ ଶେଷ ହୋଇଥିଲା। କୌଣସି ଟିମ ଗୋଲ କରିବାକୁ ସମର୍ଥ ହୋଇନଥିଲେ। ଶନିବାର ମ୍ୟାଚ ଯୁବ ଭାରତୀ ଷ୍ଟାଡିୟମ କୋଲକାତାରେ ଖେଳାଯିବ ।

Last Updated : Feb 8, 2020, 1:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.