ପାଣାଜୀ: ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) 2020-21 ସଂସ୍କରଣ ପାଇଁ ଏଫସି ଗୋଆ 30 ଜଣିଆ ସ୍କ୍ବାଡ ଘୋଷଣା କରିଛି । ଘୋଷିତ ସ୍କ୍ବାଡରେ ଭାରତୀୟ ଟିମର ଲେନି ରୋଡ୍ରିଗ୍ୟୁସଙ୍କ ସମେତ 14ଜଣ ସ୍ଥାନୀୟ ଷ୍ଟାର ଖେଳାଳି ରହିଛନ୍ତି । ଏଥିସହ ଗତ ସଂସ୍କରଣରେ ଖେଳିଥିବା 11 ଜଣ ଖେଳାଳିଙ୍କୁ କ୍ଳବ ସୁରକ୍ଷିତ ରଖିଛି । ଏଥିରେ 6ଜଣ ବିଦେଶୀ ଖେଳାଳି ରହିଛନ୍ତି ।
ସ୍କ୍ବାଡ:
ଗୋଲକିପର: ମହମ୍ମଦ ନୱାଜ, ନବୀନ କୁମାର, ଶୁଭମ ଦାସ, ଡେଲାନ ଦି ସିଲଭା
ଡିଫେଣ୍ଡର: ସାନସନ ପେରେଇରା, ସେରିଟନ ଫର୍ଣ୍ଣାଣ୍ଡିଜ, ଲିଆଣ୍ଡର ଡି' ଚୁନା, ଲେଭନ ଗୋଞ୍ଜଲେଜ(ସ୍ପେନ), ମହମ୍ମଦ ଅଲ୍ଲୀ, ଜେମ୍ସ ଡୋନାଚି(ଅଷ୍ଟ୍ରେଲିଆ), ସାରିନିଓ ଫର୍ଣ୍ଣାଣ୍ଡିଜ, ଐଇବାନଭା ଦୋହଲିଂ, ସାଭିଅର ଗାମା
ମିଡଫିଲ୍ଡର: ଲେନ୍ନି ରୋଡ୍ରିଗ୍ୟୁସ, ନେଷ୍ଟାର ଦିଆସ, ଇଡୁ ବେଡିଆ(ସ୍ପେନ), ପ୍ରିନ୍ସଟନ ରେବେଲୋ, ଆଲବର୍ଟୋ ନୋଗୁଏରା(ସ୍ପେନ), ବ୍ରେଣ୍ଡନ ଫର୍ଣ୍ଣାଣ୍ଡିଜ, ଫ୍ରାଙ୍ଗକି ବୁଆମ, ରେଦୀମ ତିଆଙ୍ଗ, ମକନ ୱିଙ୍କଲ ଛୋଟେ, ଆଲେକଜାଣ୍ଡର ରୋମାରିଓ ଜେଶଉରାଜ, ଜର୍ଜ ଓରିଜ(ସ୍ପେନ), ଫ୍ଳାନ ଗୋମ୍ସ, ସେଇମିନଲେନ ଦୌଙ୍ଗେଲ
ଫରୱାର୍ଡ: ଇଗର ଅଙ୍ଗୁଲୋ(ସ୍ପେନ), ଆରେନ ଡି' ସିଲଭା, ଦେବେନ୍ଦ୍ର ମୁରୁଗାଁକର, ଇସାନ ପଣ୍ଡିତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ