ETV Bharat / sports

ISL: ବେଙ୍ଗାଲୁରୁ ଏଫସିରେ ସାମିଲ ବ୍ରାଜିଲ ଷ୍ଟ୍ରାଇକର ସିଲଭା - Brazilian striker Cleiton Silva

ଇଣ୍ଡିଆନ ସୁପର ଲିଗ(ISL) ଟିମ ବେଙ୍ଗାଲୁରୁ ଏଫସି ବ୍ରାଜିଲିଆନ ଷ୍ଟ୍ରାଇକର କ୍ଳେଇଟନ ସିଲଭାଙ୍କୁ ଦଳରେ ସାମିଲ କରିଛି ।

ISL: Bengaluru FC rope in Brazilian striker Cleiton Silva
ISL: ବେଙ୍ଗାଲୁରୁ ଏଫସିରେ ସାମିଲ ବ୍ରାଜିଲ ଷ୍ଟ୍ରାଇକର କ୍ଳେଇଟନ ସିଲଭା
author img

By

Published : Jun 20, 2020, 3:56 PM IST

ବେଙ୍ଗାଲୁରୁ: ଇଣ୍ଡିଆନ ସୁପର ଲିଗ(ISL) ଟିମ ବେଙ୍ଗାଲୁରୁ ଏଫସି ବ୍ରାଜିଲିଆନ ଷ୍ଟ୍ରାଇକର କ୍ଳେଇଟନ ସିଲଭାଙ୍କୁ ଦଳରେ ସାମିଲ କରିଛି । ଏହି ଚୁକ୍ତି ଗୋଟିଏ ବର୍ଷ ପାଇଁ ହୋଇଥିବା ବେଳେ, ଅଧିକ ଗୋଟିଏ ବର୍ଷ ବୃଦ୍ଧି ପାଇଁ ବିକଳ୍ପ ରହିଛି ।

33 ବର୍ଷୀୟ ଭେଟେରାନ ଷ୍ଟ୍ରାଇକର ବ୍ରାଜିଲ ଫୁଟବଲ କ୍ଳବ ମାଦୁରେଇରାରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଥାଇଲାଣ୍ଡରେ ମୁଆଙ୍ଗଥଙ୍କ ୟନାଇଟେଡ ଓ ସୁଫାନବୁରି କ୍ଳବ ପକ୍ଷରୁ ଖେଳିଛନ୍ତି ।

ବେଙ୍ଗାଲୁରୁ ଏଫସି ପରିବାରରେ ସାମିଲ ହୋଇଥିବାରୁ ଉତ୍ସହିତ ଥିବା, ଟ୍ବିଟ ଯୋଗେ କହିଛନ୍ତି ସିଲଭା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.