ETV Bharat / sports

ISL-7: ଏଟିକେ-ଇଷ୍ଟ ବେଙ୍ଗଲ ଟକ୍କର

author img

By

Published : Feb 19, 2021, 1:09 PM IST

ଆଇଏସଏଲର 99ତମ ମ୍ୟାଚରେ ଏଟିକେକୁ ଭେଟିବ ଇଷ୍ଟ ବେଙ୍ଗଲ । ଏଟିକେ ଦଳ ଟପ୍‌ରେ ରହିଥିବାବେଳେ 9ମ ସ୍ଥାନରେ ଇଷ୍ଟ ବେଙ୍ଗଲ ରହିଛି ।

ISL-7: ଏଟିକେ-ଇଷ୍ଟ ବେଙ୍ଗଲ ଟକ୍କରISL-7: ଏଟିକେ-ଇଷ୍ଟ ବେଙ୍ଗଲ ଟକ୍କର
ISL-7: ଏଟିକେ-ଇଷ୍ଟ ବେଙ୍ଗଲ ଟକ୍କର

ପାଣାଜି: ଆଜି ଏଟିକେକୁ ଭେଟିବ ଇଷ୍ଟ ବେଙ୍ଗଲ । ଆଇଏସଏଲର ଏହି 99ତମ ମ୍ୟାଚ ସନ୍ଧ୍ୟା 7.30ରେ ଖେଳାଯିବ । ଏଟିକେ ଦଳ ଟପ୍‌ରେ ରହିଥିବାବେଳେ 9ମ ସ୍ଥାନରେ ଇଷ୍ଟ ବେଙ୍ଗଲ ରହିଛି ।

ଉଭୟ ଦଳ 17ଟି ମ୍ୟାଚ ଖେଳିଛନ୍ତି । ଏଟିକେ ମୋହନବାଗାନ 17ଟି ମ୍ୟାଚରୁ 11ଟିରେ ବିଜୟ ହାସଲ କରି 3ଟି ଡ୍ର ସହ 36ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

ସେହିପରି 17ଟି ମ୍ୟାଚ ଖେଳିଛି ଇଷ୍ଟ ବେଙ୍ଗଲ । 3ଟିରେ ବିଜୟ ଓ 8ଟିରେ ଡ୍ର ରହିଛି ଦଳ । ଦଳ 17ପଏଣ୍ଟ ସହ 9ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.