ETV Bharat / sports

ISL-7: ଆଜି ସିଜନର ପ୍ରଥମ ମ୍ୟାଚ ଖେଳିବ ଓଡିଶା FC, ଲୋକାଲ୍‌ ବୟ ଶୁଭମଙ୍କ ଉପରେ ଫ୍ୟାନ୍ସଙ୍କ ନଜର - isl-7

ନୂଆ ପ୍ରଶିକ୍ଷକ ଓ ଅଧିନାୟକକୁ ନେଇ ହାଇଦ୍ରାବାଦ ବିପକ୍ଷରେ ଆଜି ଗର୍ଜିବ ଓଡିଶା ଏଫ୍‌ସି । ଏପଟେ ଓଡିଶା କ୍ଲବ୍‌ର ଲୋକାଲ ପ୍ଲେୟାର ଶୁଭମ ଷଡଙ୍ଗୀ ଫ୍ୟାନ୍ସଙ୍କୁ ଓଡିଶାରୁ ସମର୍ଥନ କରିବାକୁ କହିଛନ୍ତି ।

ISL-7: ଆଜି ସିଜନର ପ୍ରଥମ ମ୍ୟାଚ ଖେଳିବ ଓଡିଶା ଏଫ୍‌ସି, ଲୋକାଲ୍‌ ବୟ ଶୁଭମଙ୍କ ଉପରେ ଫ୍ୟାନ୍ସଙ୍କ ନଜର

author img

By

Published : Nov 23, 2020, 1:57 PM IST

ପାଣାଜି: ଆଇଏସଏଲର ସପ୍ତମ ସଂସ୍କରଣର ଆଜି ଖେଳାଯିବ 4ର୍ଥ ମ୍ୟାଚ । ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କ ନେତୃତ୍ବରେ ଜିଏମ୍‌ସି ଷ୍ଟାଡିୟମ (ବାମ୍ବୋଲିମ-ଗୋଆ)କୁ ଓହ୍ଲାଇବ ଓଡିଶା ଏଫସି ଦଳ । ତେବେ ଆଜିର ହାଇଦ୍ରାବାଦ ଏଫ୍‌ସି ବିପକ୍ଷ ମ୍ୟାଚର ଓଡିଶା କ୍ଲବ୍‌ର ଲୋକାଲ ପ୍ଲେୟାର ଶୁଭମ ଷଡଙ୍ଗୀ ନଜର ଆସିବେ । କୋରୋନା କଟକଣା ଯୋଗୁଁ ଚଳିତ ଆଇଏସଏଲ କେବଳ ଗୋଆରେ ହିଁ ସୀମିତ ରହିଛି ।

ଏପଟେ ଶୁଭମ ଷଡଙ୍ଗୀ ଓଡିଶାରୁ ସେମାନଙ୍କୁ ସମର୍ଥନ କରିବାକୁ କହିଛନ୍ତି । ଏଥିସହ ସେ କହିଛନ୍ତି, ଆମେ ଷ୍ଟାଡିୟମକୁ ଓ ଫ୍ୟାନ୍ସଙ୍କ ଚିୟର୍ସକୁ ମିସ୍‌ କରିବୁ ।

ଏଥିସହ ସେ କହିଛନ୍ତି, ପ୍ରସ୍ତୁତି ଭଲ ରହିଛି । କୋରୋନା କଟକଣା ମଧ୍ୟରେ ମ୍ୟାଚ ଖେଳିବା ବେଶ୍‌ ରୋମାଞ୍ଚକର ରହିବ । ପ୍ରଥମ ମ୍ୟାଚରେ ଭଲ ଆରମ୍ଭ କରିବା ଆମର ଲକ୍ଷ୍ୟ ।

ଆଜି ସନ୍ଧ୍ୟା 7ଟା 30ରେ ଉଭୟ ଦଳ ମୁହାଁମୁହିଁ ହେବେ ।

  • Our #ISL campaign starts tomorrow and all we need is your support from home. We are surely going to miss you all in the stands and all those chants. We had a great preseason and it's now time for us to get on the pitch and get started. 💪🏻😇#OdishaFC #AmaTeamAmaGame pic.twitter.com/WYWFbx8AOH

    — Shubham Sarangi (@Sarangi_Shubham) November 22, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.