ETV Bharat / sports

ଏଫ୍‌ସି ଗୋଆକୁ ହରାଇ ଫାଇନାଲରେ ସ୍ଥାନ ପକ୍କା ଲକ୍ଷ୍ୟରେ ମୁମ୍ବାଇ ସିଟି - Mumbai City vs FC Goa

ଆଜି ସେମିଫାଇନଲର 2ୟ ଚରଣରେ ଏଫ୍‌ସି ଗୋଆକୁ ଭେଟିବ ମୁମ୍ବାଇ ସିଟି । ତେବେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇର ଲକ୍ଷ୍ୟ ବିଜୟ ହାସଲ କରି ପ୍ରଥମ ଥର ପାଇଁ ଆଇଏସଏଲର ଫାଇନାଲ ମୁକାବିଲାରେ ସ୍ଥାନ ପକ୍କା କରିବା ।

ଏଫ୍‌ସି ଗୋଆକୁ ହରାଇ ଫାଇନାଲରେ ସ୍ଥାନ ପକ୍କା ଲକ୍ଷ୍ୟରେ ମୁମ୍ବାଇ ସିଟି

author img

By

Published : Mar 8, 2021, 12:56 PM IST

ପାଣାଜି: ଆଜି ସେମିଫାଇନଲର 2ୟ ଚରଣରେ ଏଫ୍‌ସି ଗୋଆକୁ ଭେଟିବ ମୁମ୍ବାଇ ସିଟି । ତେବେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇର ଲକ୍ଷ୍ୟ ବିଜୟ ହାସଲ କରି ପ୍ରଥମ ଥର ପାଇଁ ଆଇଏସଏଲର ଫାଇନାଲ ମୁକାବିଲାରେ ସ୍ଥାନ ପକ୍କା କରିବା ।

ସୂଚନାଥାଉକି, ମୁମ୍ବାଇ-ଗୋଆ ମଧ୍ୟରେ ଖେଳାଯାଇଥିବା ସେମିଫାଇନଲର ପ୍ରଥମ ଚରଣରେ 2-2ରେ ମ୍ୟାଚ ଡ୍ର ରହିଥିଲା । ଶୀର୍ଷରେ ଥିବା ମୁମ୍ବାଇ ଶ୍ରେଷ୍ଠ ଫର୍ମରେ ନଥିବାରୁ ଗୋଆ ସୁଯୋଗ ବନେଇ ମୁମ୍ବାଇକୁ କଡା ଟକ୍କର ଦେଇଥିଲା ।

ତେବେ ମୁମ୍ବାଇର କୋଚ ସର୍ଗିୟୋ କହିଛନ୍ତି ଯେ, ମୁଁ ଫଳାଫଳକୁ ନେଇ ଖୁସି ନଥିଲି । ଆମକୁ ଗୋଲ୍‌ କରିବାକୁ ସୁଯୋଗ ମିଳିଥିଲା ।

ଗୋଆର କୋଚ ଜୁଆନ କହିଛନ୍ତି ଯେ, ଆମେ ଡ୍ରରେ ଖୁସି ନଥିଲୁ । ଆମେ ଜିତିବାକୁ ଚାହୁଁ ଥିଲୁ । ଆମ ଖେଳାଳି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.