ETV Bharat / sports

ପ୍ରଥମଥର ପାଇଁ ଆଇଏସଏଲ୍‌ର ଫାଇନାଲରେ ମୁମ୍ବାଇ

author img

By

Published : Mar 9, 2021, 8:27 AM IST

ଗତକାଲି ସେମିଫାଇନଲର 2ୟ ଚରଣରେ ଏଫ୍‌ସି ଗୋଆକୁ ମୁମ୍ବାଇ ସିଟି ପେନାଲ୍ଟି ସୁଟଆଉଟ୍‌ରେ 6-5ଗୋଲ୍‌ରେ ପରାସ୍ତ କରି ସିଜନର ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ପ୍ରଥମଥର ପାଇଁ ଆଇଏସଏଲ୍‌ର ଫାଇନାଲରେ  ମୁମ୍ବାଇ
ପ୍ରଥମଥର ପାଇଁ ଆଇଏସଏଲ୍‌ର ଫାଇନାଲରେ ମୁମ୍ବାଇ

ପାଣାଜି: 6 ବର୍ଷ ପରେ ପ୍ରଥମ ଥର ପାଇଁ ଆଇଏସଏଲର ଫାଇନାଲ ମ୍ୟାଚ ଖେଳିବି ମୁମ୍ବାଇ ସିଟି । ଗତକାଲି ସେମିଫାଇନଲର 2ୟ ଚରଣରେ ଏଫ୍‌ସି ଗୋଆକୁ ମୁମ୍ବାଇ ସିଟି ପେନାଲ୍ଟି ସୁଟଆଉଟ୍‌ରେ 6-5 ଗୋଲ୍‌ରେ ପରାସ୍ତ କରି ସିଜନର ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ।

ମୁମ୍ବାଇ-ଗୋଆ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲର ପ୍ରଥମ ଚରଣରେ 2-2ରେ ମ୍ୟାଚ ଡ୍ର ରହିଥିଲା । 2ୟ ଚରଣରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଗୋଲ୍‌ ହୋଇ ନଥିଲା । ଏହାପରେ ଅତିରିକ୍ତ 30ମିନିଟ୍‌ରେ ବି ସ୍କୋର 0-0 ରହିବାରୁ ପେନାଲ୍ଟି ସୁଟଆଉଟ୍‌ର ସହାୟତା ନିଆଯାଇଥିଲା ।

ଏହି ପେନାଲ୍ଟି ସୁଟଆଉଟ୍‌ ମୁମ୍ବାଇ ସିଟି ଗୋଆକୁ 6-5ଗୋଲ୍‌ରେ ପରାସ୍ତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.