ETV Bharat / sports

ISL 7: ଓଡିଶା ଏଫ୍‌ସିକୁ ହରାଇଲା ଜାମସେଦପୁର

author img

By

Published : Feb 2, 2021, 12:24 PM IST

ଓଡିଶା ଏଫ୍‌ସି ତା'ର 14ତମ ମ୍ୟାଚରେ ଜାମସେଦପୁର ଠାରୁ 0-1ଗୋଲ୍‌ରେ ପରାସ୍ତ ହୋଇଛି । ଦଳ 8ମ ପରାଜୟ ସହ 8 ପଏଣ୍ଟ ରଖି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ISL 7: ଓଡିଶା ବନାମ ଜାମସେଦପୁର, 5ଟି ମ୍ୟାଚ ପରେ ଜାମସେଦପୁରର ବିଜୟ ହାସଲ

ପାଣାଜି: ଓଡିଶା ଏଫ୍‌ସି ତା'ର 14ତମ ମ୍ୟାଚରେ ଜାମସେଦପୁର ଠାରୁ 0-1ଗୋଲ୍‌ରେ ପରାସ୍ତ ହୋଇଛି । ଦଳ 8ମ ପରାଜୟ ସହ 8 ପଏଣ୍ଟ ରଖି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଅନ୍ୟପଟେ ଜାମସେଦପୁର ଏଫ୍‌ସି 15ତମ ମ୍ୟାଚରେ ବିଜୟ ହାସଲ କରି 18 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।

ତେବେ ଜାମସେଦପୁର ଗତ5ଟି ମ୍ୟାଚ ପରେ ଏହି ବିଜୟ ହାସଲ କରିଛି ।

ସୂଚନାଥାଉକି, ଗତକାଲି ମ୍ୟାଚରେ ଜାମସେଦପୁର ପକ୍ଷରୁ ମୋବାସିର ରହମାନ 41ମିନିଟ୍‌ରେ ଓଡିଶାକୁ ପ୍ରଥମ ଗୋଲ୍‌ ଦେଇଥିଲା । କିନ୍ତୁ ଓଡିଶା ପକ୍ଷରୁ ଗୋଲ କରିବାକୁ ସୁଯୋଗ ମିଳିଥିଲେ ବି ଖେଳାଳିମାନେ ଗୋଲ୍‌ରେ ପରିଣତ କରି ପାରିନଥିଲା । ଫଳରେ ଜାମସେଦପୁର ଅନ୍ତିମ ଖେଳ ସୁଦ୍ଧା ଗୋଟିଏ ଗୋଲ୍‌ରେ ଅଗ୍ରଣୀ ରହି ମ୍ୟାଚକୁ ହାତେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.