ETV Bharat / sports

ISL-6: କଡା ଟକ୍କର ସତ୍ତ୍ବେ ଓଡିଶା ଏଫସିକୁ ମାତ୍‌ ଦେଲା ବେଙ୍ଗାଲୁରୁ

author img

By

Published : Dec 5, 2019, 5:03 PM IST

ପୁନେ ସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋର୍ଟସ କମ୍ପଲେକ୍ସ ଷ୍ଟାଡିୟମରେ ଓଡିଶା ଏଫସିକୁ 1-0 ଗୋଲ୍‌ରେ ପରାସ୍ତ କରିଛି ବେଙ୍ଗାଲୁର ଏଫସି । ଆଗାମୀ 11ତାରିଖ ଦିନ ହାଇଦ୍ରାବାଦ ବିପକ୍ଷରେ ଓଡିଶା ଏଫ୍‌ସି ଗ୍ରାଉଣ୍ଡକୁ ଓହ୍ଲାଇବ ।

ISL-6
ISL-6

ପୁନେ: ବେଙ୍ଗାଲୁର ଏଫସି ବିପକ୍ଷରେ ଓଡିଶା ଏଫସିକୁ ପରାୟଜର ସାମ୍ନା କରିବାକୁ ପଡିଛି । ଚଳିତ ଆଇସିଏଲର 6ଷ୍ଠ ସଂସ୍କରଣରେ ବେଙ୍ଗାଲୁରୁ ଏଫସି1-0 ଗୋଲ୍‌ରେ ଓଡିଶାକୁ ପରାସ୍ତ କରିଛି । ଗତକାଲି ପୁନେ ସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋର୍ଟସ କମ୍ପଲେକ୍ସ ଷ୍ଟାଡିୟମରେ କଡା ମୁକାବିଲା ଦେଖିବାକୁ ମିଳିଥିଲା ।

ISL-6
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndSuperLeague

ତେବେ ଏହି ବିଜୟ ସହ 13ଅଙ୍କ ହାସଲ କରି ବେଙ୍ଗାଲୁରୁ ଏଫସି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଅନ୍ୟ ପଟେ ଓଡିଶା ଏଫସି ଏଯାଏଁ 7ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିବା ସହ 3ଟି ମ୍ୟାଚରେ ପରାସ୍ତ ହୋଇଛି ଓ ଆଉ 3ଟି ମ୍ୟାଚରେ ଡ୍ର ମ୍ୟାଚ ଖେଳିଛି । ବର୍ତ୍ତମାନ ଓଡିଶା 6ପଏଣ୍ଟ ସହ ପଏଣ୍ଟ ଟେବୁଲରେ 6ଷ୍ଠ ସ୍ଥାନରେ ରହିଛି ।

ସୂଚନାଥାଉକି, 36ତମ ମିନିଟ୍‌ରେ ବେଙ୍ଗାଲୁରୁ ପକ୍ଷରୁ ଏକମାତ୍ର ଗୋଲ ଜୁଆନନ ବିପକ୍ଷ ଗୋଲପୋଷ୍ଟରେ କରିଥିଲେ । ଓଡିଶା ଏଫ୍‌ସି ତା'ର ପରବର୍ତ୍ତୀ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ଆଗାମୀ 11ତାରିଖ ଦିନ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.