ETV Bharat / sports

ଅନ୍ତର୍ଜାତୀୟ ମହିଳା ଦିବସ: ଫୁଟବଲ ଖେଳିବାକୁ ସଂଘର୍ଷ କରିଥିଲେ ଡୋଲା ଘୋଷ

author img

By

Published : Mar 8, 2021, 9:06 PM IST

ଫୁଟବଲ ଖେଳିବାକୁ ସବୁ ପ୍ରତିକୂଳ ପରିସ୍ଥିତିକୁ ପାର୍‌ କରିଥିଲେ ଡୋଲା ଘୋଷ । ଅଧିକ ପଢନ୍ତୁ...

Int'l Women's Day: Meet Dola Ghosh, who overcame odds to play football
ଅନ୍ତର୍ଜାତୀୟ ମହିଳା ଦିବସ: ଫୁଟବଲ ଖେଳିବାକୁ ସଂଘର୍ଷ କରିଥିଲେ ଡୋଲା ଘୋଷ

ହାଇଦ୍ରାବାଦ: ପିଲାଟି ଦିନରୁ ଫୁଟବଲ ଖେଳିବାକୁ କରିଥିଲେ ସଂଘର୍ଷ । ନିଜ ଅଞ୍ଚଳ ବିବେକ ନଗରରେ ଫୁଟବଲ ଖେଳିବାକୁ ସବୁ ପ୍ରତିକୂଳ ପରିସ୍ଥିତିକୁ ପାର୍‌ କରିଥିଲେ । ମାତ୍ର 27 ବର୍ଷରେ ସେ ସବୁ ଆହ୍ବାନକୁ ସଫଳତାର ସହ ସାମ୍ନା କରିଥିଲେ ।

ଅନେକ ବାଧାବିଘ୍ନ ସତ୍ତ୍ବେ, ନିଜକୁ ଜଣେ ସଫଳ ଫୁଟବଲ ଖେଳାଳି ଭାବେ ଦେଖିବାର ସ୍ବପ୍ନକୁ ଭୁଲିନଥିଲେ । ବର୍ଷ 1994ରେ ଧର୍ମତାଲାର ଇତିକା ମେମୋରିଆଲରେ ଖେଳିବାକୁ ବାହାରକୁ ଆସିଥିଲେ ।

Int'l Women's Day: Meet Dola Ghosh, who overcame odds to play football
ଫୁଟବଲ ଖେଳିବାକୁ ସଂଘର୍ଷ କରିଥିଲେ ଡୋଲା ଘୋଷ

ପରିବାରର ସମର୍ଥନ ସର୍ବଦା ରହିଥିଲା । ପିତାମାତା ସହାୟତାର ହାତ ବଢାଇଥିଲେ ଓ ସାଥ୍‌ ଦେଇଥିଲେ । ମାତ୍ର ଆଖପାଖର ଲୋକେ ସହଜରେ ଗ୍ରହଣ କରିପାରୁନଥିଲେ ବୋଲି ଡୋଲା କୁହନ୍ତି ।

ଏକାଗ୍ରତା ଓ ନିଷ୍ଠା ବଳରେ ସେ ଚୟନକର୍ତ୍ତାଙ୍କୁ ପ୍ରଦର୍ଶନରେ ପ୍ରଭାବିତ କରିବାରେ ସଫଳ ହେଲେ । କୋଲକାତା ବିଶ୍ବବିଦ୍ୟାଳୟ ଓ ପରେ ବେଙ୍ଗଲ ଟିମରେ ସ୍ଥାନ ମିଳିଲା । 1995ରୁ ସେ ମଇଦାନରୁ ଖେଳିବା ଆରମ୍ଭ କଲେ ।

ମାତ୍ର AFC ମହିଳା ଚମ୍ପିଆନସିପ ପାଇଁ ଭାରତୀୟ ମହିଳା ଫୁଟବଲ ଦଳରୁ ଡାକରା ଆସିଲା । ମାତ୍ର ସେହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ବିପର୍ଯ୍ୟୟ ସାବ୍ୟସ୍ତ ହୋଇଥିଲା । ସମସ୍ତ 3ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଜାପାନ, ଦକ୍ଷିଣ କୋରିଆ ଓ ଉଜବେକିସ୍ତାନ ବିପକ୍ଷରେ ଭାରତ ପରାସ୍ତ ହୋଇଥିଲା ।

ଏହାର ଗୋଟିଏ ବର୍ଷ ପରେ ଡୋଲା ସନ୍ୟାସ ଘୋଷଣା କରିଦେଲେ । ଏହି ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ମାତ୍ର ସମ୍ମାନ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.