ETV Bharat / sports

ଫିଫା କ୍ବାଲିଫାୟାର, ବାଂଲାଦେଶ ସହ ଲଢିବ ଭାରତ

author img

By

Published : Oct 15, 2019, 6:01 PM IST

ଗ୍ରୁପ-ଇ ଏସିଆନ ଫିଫା କ୍ବାଲିଫାୟାର ମ୍ୟାଚରେ ବାଂଲାଦେଶ ସହ ଲଢିବ ଭାରତୀୟ ଫୁଟବଲ ଦଳ ।

india

କୋଲକାତା: ଆଜି ଗ୍ରୁପ-ଇ ଏସିଆନ ଫିଫା କ୍ବାଲିଫାୟର ମ୍ୟାଚରେ ବାଂଲାଦେଶ ସହ ଲଢିବ ଭାରତୀୟ ଫୁଟବଲ ଦଳ । ସ୍ଥାନୀୟ ୟୁବା ଭାରତୀ ଷ୍ଟାଡିୟମରେ ସଂନ୍ଧ୍ୟା 7.30ରେ ମ୍ୟାଚ ଖେଳାଯିବା ।

ତେବେ ଗ୍ରୁପ ଷ୍ଟେଜର 5ମ ନମ୍ବର ସ୍ଥାନରେ ଥିବା ଭାରତୀୟ ଦଳ ଶେଷ ସ୍ଥାନରେ ଥିବା ବାଂଲାଦେଶ ସହ ଲଢିବ । ଭାରତ ତାର ପ୍ରଥମ ମ୍ୟାଚରେ ଓମାନଠାରୁ 1-2 ଗୋଲରେ ପରାସ୍ତ ହୋଇସାରିଛି । ଗୌହାଟୀରେ ଖେଳାଯାଇଥିଲା ଏହି ମ୍ୟାଚ । ତେବେ ଆଜି ମ୍ୟାଚ ଜିତି ଭାରତ ଫିଫା କ୍ବାଲିଫାଏ କରିବା ଆଶାରେ ଗ୍ରାଉଣ୍ଡକୁ ଓହ୍ଲାଇବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.