ETV Bharat / sports

ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀ କୋରୋନା ପଜିଟିଭ

author img

By

Published : Mar 11, 2021, 6:22 PM IST

ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀ ଗୁରୁବାର କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

India football captain Chhetri tests positive for Covid-19
ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀ କୋରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀ ଗୁରୁବାର କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । 36 ବର୍ଷୀୟ ଛେତ୍ରୀ ବେଙ୍ଗାଲୁରୁ ଏଫସି ପାଇଁ ଇଣ୍ଡିଆନ ସୁପର ଲିଗ୍‌ରେ ଫେବ୍ରୁଆରୀ 25 ପର୍ଯ୍ୟନ୍ତ ଖେଳିଥିଲେ ।

  • In a not-so-happy update, I've tested positive for COVID-19. In better news, I feel fine as I continue my recovery from the virus and should be back on a football pitch soon. No better time to keep reminding everyone to continue taking all the safety precautions always.

    — Sunil Chhetri (@chetrisunil11) March 11, 2021 " class="align-text-top noRightClick twitterSection" data=" ">

ଟ୍ବିଟ ଯୋଗେ ନିଜେ ରିପୋର୍ଟ ପଜିଟିଭ ଥିବା ସୂଚନା ଦେଇଛନ୍ତି ଛେତ୍ରୀ । ଏଥିସହ ସୁସ୍ଥ ହେଉଛନ୍ତି ବୋଲି କହିଛନ୍ତି । ଖୁବଶୀଘ୍ର ଫୁଟବଲ୍‌ ଗ୍ରାଉଣ୍ଡକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ କହିଛନ୍ତି ।

ତେବେ ସମସ୍ତଙ୍କୁ ସଚେତନ ରହିବା ସହ ସମସ୍ତ ସୁରକ୍ଷା ମୂଳକ ପଦେକ୍ଷପ ଗ୍ରହଣ କରିବା ଜାରି ରଖିବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.