ETV Bharat / sports

କୋରୋନା ଭାଇରସ: ଆଇ-ଲିଗର ଅବଶିଷ୍ଟ 28 ମ୍ୟାଚ ବାତିଲ ନିଷ୍ପତି

author img

By

Published : Apr 19, 2020, 10:03 AM IST

ଆଇ-ଲିଗ କମିଟି ଅବଶିଷ୍ଟ 28ଟି ମ୍ୟାଚକୁ ବାତିଲ ପାଇଁ ସୁପାରିଶ କରିଛି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ନିଷ୍ପତି ନେବାକୁ କମିଟି ବାଧ୍ୟ ହୋଇଛି ।

I-League committee recommends cancelling remaining league matches
କୋରୋନା ଭାଇରସ: ଆଇ-ଲିଗର ଅବଶିଷ୍ଟ 28 ମ୍ୟାଚ ବାତିଲ ନିଷ୍ପତି

ହାଇଦ୍ରାବାଦ: ଆଇ-ଲିଗ କମିଟି ଅବଶିଷ୍ଟ 28ଟି ମ୍ୟାଚକୁ ବାତିଲ ପାଇଁ ସୁପାରିଶ କରିଛି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ନିଷ୍ପତି ନେବାକୁ କମିଟି ବାଧ୍ୟ ହୋଇଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ AIFF ଲିଗ କମିଟିର ବୈଠକରେ ସାମିଲ ହୋଇଥିଲା । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସିନିଅର ଉପ-ସଭାପତି ସୁବ୍ରତ ଦତ୍ତ ସଭାପତିତ୍ବ କରିଥିଲେ । ବୈଠକରେ ଚେୟାରମ୍ୟାନ ତଥା AIFF ସାଧାରଣ ସମ୍ପାଦକ କୁଶାଲ ଦାସ, ଲିଗ ସିଇଓ ସୁଦାନ୍ଦୋ ଧର, ଲାଲଙ୍ଗିନଗ୍ଳୋଭା ହମର, ସୌତର ଭଜ, ଅିଲ କୁମାର, ବିକେ ରୋକା, ଚିରାଗ ତନ୍ନା ଓ ରୋଚକ ଲାଙ୍ଗର ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.