ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ(ISL)କ୍ଳବ ହାଇଦ୍ରାବାଦ ଏଫସି ସୋମବାର ସ୍ପାନିସ ମିଡଫିଲ୍ଡର ଇଦୁରଦୋ ଇଦୁ ଗାରସିଆଙ୍କୁ ଗୋଟିଏ ବର୍ଷ ପାଇଁ କ୍ୟାମ୍ପରେ ସାମିଲ କରିଛି । 31 ବର୍ଷୀୟ ଅଭିଜ୍ଞ ଗତ ସଂସ୍କରଣର ରନର୍ସ-ଅପ୍ ATK ମୋହୁନ ବଗାନ କ୍ୟାମ୍ପରୁ ମାନୋଲୋ ମାର୍କ୍ୟୁଜଙ୍କ ଟିମରେ ସାମିଲ ହୋଇଛନ୍ତି ।
-
🚨 𝐎𝐟𝐟𝐢𝐜𝐢𝐚𝐥! 🚨
— Hyderabad FC (@HydFCOfficial) July 12, 2021 " class="align-text-top noRightClick twitterSection" data="
🤝 Hyderabad FC have completed the signing of experienced Spanish attacking midfielder Edu Garcia.#WelcomeEduGarcia #HyderabadFC 🟡⚫
Read more about @Edu_Garcia90 on our website 👇https://t.co/ChaRxMTFRZ
">🚨 𝐎𝐟𝐟𝐢𝐜𝐢𝐚𝐥! 🚨
— Hyderabad FC (@HydFCOfficial) July 12, 2021
🤝 Hyderabad FC have completed the signing of experienced Spanish attacking midfielder Edu Garcia.#WelcomeEduGarcia #HyderabadFC 🟡⚫
Read more about @Edu_Garcia90 on our website 👇https://t.co/ChaRxMTFRZ🚨 𝐎𝐟𝐟𝐢𝐜𝐢𝐚𝐥! 🚨
— Hyderabad FC (@HydFCOfficial) July 12, 2021
🤝 Hyderabad FC have completed the signing of experienced Spanish attacking midfielder Edu Garcia.#WelcomeEduGarcia #HyderabadFC 🟡⚫
Read more about @Edu_Garcia90 on our website 👇https://t.co/ChaRxMTFRZ
ସ୍ପେନର ଜାରାଗୋଜାରେ ଜନ୍ମିତ ଗ୍ରାସିଆ ରିଅଲ ଜାରାଗୋଜାର ବି' ଟିମରେ 3ଟି ସଂସ୍କରଣ ଖେଳିଛନ୍ତି ଓ ପରେ 2016-17 ସଂସ୍କରଣରେ ସିନିୟର ଟିମରେ ଖେଳିଛନ୍ତି । ବର୍ଷ 2017ରେ ସେ ପ୍ରଥମ ଥର ବେଙ୍ଗାଲୁରୁ ଏଫସି କ୍ୟାମ୍ପରେ ସାମିଲ ହୋଇଥିଲେ ।
ପୂର୍ବରୁ 14ଟି ISL ମ୍ୟାଚରେ ଖେଳିବା ପରେ ଚାଇନିଜ ଟିମ ରେ ସାମିଲ ହୋଇଥିଲେ । ପରେ 2018 ଫେବ୍ରୁଆରୀରେ ଭାରତ ଫେରିବା ସହ ATK FC ପକ୍ଷରୁ ଖେଳିଥିଲେ ଓ କୋଲକାତା ସ୍ଥିତ କ୍ଳବକୁ 2019-20 ସଂସ୍କରଣର ISL ଟାଇଟେଲ ଜିତିବାରେ ପ୍ରମୁଖ ଭୁମିକା ନିଭାଇଥିଲେ । ଇଣ୍ଡିଆନ ସୁପର ଲିଗରେ ଗ୍ରାସିଆ 47ଟି ମ୍ୟାଚ ଖେଳିଛନ୍ତି ଓ 10ଟି ଗୋଲ୍ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ