ETV Bharat / sports

ଫୁଟବଲରୁ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ମିଲ ଜେଡିନାକଙ୍କ ଅବସର ଘୋଷଣା - କ୍ରିଷ୍ଟଲ ପ୍ୟାଲେସ ମିଡଫିଲ୍ଡର, ମିଲ ଜେଡିନାକ

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଓ କ୍ରିଷ୍ଟଲ ପ୍ୟାଲେସ ମିଡଫିଲ୍ଡର, ମିଲ ଜେଡିନାକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । 35 ବର୍ଷ ବୟସରେ ଫୁଟବଲକୁ ବିଦାୟ କହିଛନ୍ତି ଭେଟେରାନ ଜେଡିନାକ ।

Former Australia skipper Mile Jedinak announces retirement from football
ଫୁଟବଲରୁ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ମିଲ ଜେଡିନାକଙ୍କ ଅବସର ଘୋଷଣା
author img

By

Published : Jul 12, 2020, 3:47 PM IST

ସିଡନି: ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଓ କ୍ରିଷ୍ଟଲ ପ୍ୟାଲେସ ମିଡଫିଲ୍ଡର, ମିଲ ଜେଡିନାକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । 35 ବର୍ଷ ବୟସରେ ଫୁଟବଲକୁ ବିଦାୟ କହିଛନ୍ତି ଭେଟେରାନ ଜେଡିନାକ । ଅବସର ନେଇ ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ପେଜ୍ ରେ ସୂଚନା ଦେଇଛନ୍ତି ।

Former Australia skipper Mile Jedinak announces retirement from football
ଫୁଟବଲରୁ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ମିଲ ଜେଡିନାକଙ୍କ ଅବସର ଘୋଷଣା

"ଏକ ନୂଆ ଆରମ୍ଭ ପାଇଁ ସମୟ ଆସିଯାଇଛି" ଅବସରକାଳୀନ ବାର୍ତ୍ତାରେ ଏହା ଲେଖିଛନ୍ତି ପୂର୍ବତନ କଙ୍ଗାରୁ ଟିମ କ୍ୟାପଟେନ । ଏଥିସହିତ ସମସ୍ତ କ୍ଳବ, ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରିଷ୍ଟଲ ପ୍ୟାଲେସ ପକ୍ଷରୁ ମଧ୍ୟ ଜେଡିନାକଙ୍କୁ 'କ୍ଳବର କିମ୍ବଦନ୍ତୀ' କୁହାଯିବା ସହ ଶୁଭେଚ୍ଛା ଜଣାଯାଇଛି ।

ଅଷ୍ଟ୍ରେଲିଆ ପାଇଁ ସେ 79 ଥର ଖେଳିବା ସହ, 3ଟି ବିଶ୍ବକପରେ ପ୍ରତିନଧିତ୍ବ କରିଛନ୍ତି । ତାଙ୍କ ନେତୃତ୍ବରେ 2015ରେ ସ୍କୋରରସ ଏସିଆନ କପ ବିଜେତା ହୋଇଥିଲା । 2018ରେ ସେ ଅନ୍ତର୍ଜାତୀୟ ଫୁଟବଲରୁ ଦୂରରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.