ETV Bharat / sports

ନବରଙ୍ଗପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ - ଫୁଟବଲ ଟୁର୍ଣ୍ଣାମେଣ୍ଟ

ନବରଙ୍ଗପୁରର ମଣ୍ଡେଇ ପଡ଼ିଆଠାରେ ନବରଙ୍ଗପୁର ପୋଲିସ ପକ୍ଷରୁ ଆୟୋଜିତ 9 ଦିନିଆ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା ନବରଙ୍ଗପୁର
author img

By

Published : Aug 6, 2019, 10:21 PM IST

ନବରଙ୍ଗପୁର: ସ୍ଥାନୀୟ ମଣ୍ଡେଇ ପଡ଼ିଆଠାରେ ନବରଙ୍ଗପୁର ପୋଲିସ ପକ୍ଷରୁ ଆୟୋଜିତ 9 ଦିନିଆ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଏସପି ନିତିନ ଡୁଗୁଲୁ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା ନବରଙ୍ଗପୁର

ଏହି ଟୁର୍ଣ୍ଣାମେଣ୍ଟରେ 12ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଉଦଘାଟନୀ ମ୍ୟାଚରେ ଏନଏଫଏ ଟିମ ନବରଙ୍ଗପୁର ଏବଂ ପୋଲିସ ଟିମ ନବରଙ୍ଗପୁର ମଧ୍ୟରେ ସଂଘର୍ଷପୂର୍ଣ୍ଣ ଲଢେ଼ଇ ହୋଇଥିଲା ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:ସ୍ଲଗ-ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କଲେ ନବରଙ୍ଗପୁର ଏସପି ନିତିନ ଡୁଗୁଲୁ।
ଫର୍ମାଟ-ଏଭିଓ,୦୬/୦୮/୧୯
ରିପୋର୍ଟ-ତପନ ବିଶୋଇ, ନବରଙ୍ଗପୁର।
---------------------------------------------------
ଆଙ୍କର:-ନବରଙ୍ଗପୁର ସ୍ଥାନୀୟ ମଣ୍ଡେଇ ପୋଡ଼ିଆ ଠାରେ ପୋଲିସ ଟିମ ନବରଙ୍ଗପୁର ପକ୍ଷରୁ ଆୟୋଜିତ ଏକ ୯ ଦିନିଆ ନୋକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଏସପି ନିତିନ ଡୁଗୁଲୁ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ୧୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜି ପ୍ରଥମ ଦିନ ଏହି ଉଦଘାଟନୀ ମ୍ୟାଚ ରେ ଏନଏଫଏ ଟିମ ନବରଙ୍ଗପୁର ଏବଂ ପୋଲିସ ଟିମ ନବରଙ୍ଗପୁର ମଧ୍ୟରେ ସଂଘର୍ଷ ଲଢେ଼ଇ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୯ ଦିନ ଧରି ଚାଲିବ ଏବଂ ଆସନ୍ତା ୧୫ ଦିନ ଉଦଯାପିତ ହେବ। ଟୁର୍ଣ୍ଣାମେଣ୍ଟ କରିବାର ମୁଖ୍ୟ ଉଦେଶ୍ୟ ହେଲା ଖେଳାଳି ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହ ବନ୍ଧୁତା ସ୍ଥାପନ କରିବାକୁ ଏହି ଟୁର୍ଣ୍ଣାମେଣ୍ଟ ଟି କରାଯାଇଛି ବୋଲି ପୋଲିସ ଟିମ ଆୟୋଜକ ମାନେ କହିଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.