ETV Bharat / sports

FIFA ବିଶ୍ବକପ କ୍ବାଲିଫାୟାର: ଭାରତ ସାମ୍ନାରେ ଆଫଗାନିସ୍ତାନ - ଭାରତ-ଆଫଗାନିସ୍ତାନ ଫୁଟବଲ ଟକ୍କର

FIFA ବିଶ୍ବକପ ଯୋଗ୍ୟତା ହାସଲ ପାଇଁ ଆଫଗାନିସ୍ତାନ ଓ ଭାରତୀୟ ଫୁଟବଲ ଦଳ ମଧ୍ୟରେ ଲଢେଇ ହେବ ।

ଭାରତ-ଆଫଗାନିସ୍ତାନ
author img

By

Published : Nov 14, 2019, 9:00 AM IST

ତାଜିକିସ୍ତାନ: FIFA ବିଶ୍ବକପ ଯୋଗ୍ୟତା ହାସଲ ପାଇଁ ଭାରତୀୟ ଫୁଟବଲ ଦଳ ପାଖରେ ସୁବର୍ଣ୍ଣ ସୁଯୋଗ । ଆଜି ଆଫଗାନିସ୍ତାନ ସହ ଟିମ ଇଣ୍ଡିଆର ମୁକାବିଲା ରହିଛି । ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଭାରତ । ଅନ୍ୟପଟେ ଆଫଗାନିସ୍ତାନ ମଧ୍ୟ ଯୁବ ଭାରତୀୟ ଦଳକୁ କଡା ଟକ୍କର ଦେବା ନେଇ ଆଶା କରାଯାଉଛି ।

igor stimac
ଇଗର ଷ୍ଟିମାକ

ମ୍ୟାଚ ପୂର୍ବରୁ ଭାରତୀୟ ଟିମର କୋଚ ଇଗର ଷ୍ଟିମାକ ଭାରତ ବିଜୟୀ ହେବ ବୋଲି ଦୃଢୋକ୍ତି କରିଛନ୍ତି । ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀରେ ଷ୍ଟିମାକ କହିଛନ୍ତି ଆଫଗାନିସ୍ତାନ ଦଳ ବେଶ ଅଭିଜ୍ଞ ଓ ଶକ୍ତିଶାଳୀ । କିଛି ଆଫଗାନ ଖେଳାଳିଙ୍କ ୟୁରୋପରେ ଖେଳିବାର ଅଭିଜ୍ଞତା ରହିଛି । ସେଥପାଇଁ ଭାରତ ସାମ୍ନାରେ କଡା ଚ୍ୟାଲେଞ୍ଜ ରହିଛି । ତେବେ ଭାରତୀୟ ଦଳ କ୍ବାତାର ଓ ବାଂଲାଦେଶ ସହ ଖେଳିସାରିଛି । FIFA ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ହେଲେ ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଜରୁରୀ ।

igor stimac
ଇଗର ଷ୍ଟିମାକ

ଭାରତୀୟ ଖେଳାଳି ଏହି ଚ୍ୟାଲେଞ୍ଚକୁ ସଫଳତାର ସହ ମୁକାବିଲା କରି ବିଜୟୀ ହେବେ ବୋଲି କୋଚ ଷ୍ଟିମାକ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.