ETV Bharat / sports

Euro 2020: ଇଂଲଣ୍ଡ ହାରିବା ପରେ ଫ୍ୟାନ୍ସ ହାତାହାତି, 49 ଗିରଫ

କିଛି ସ୍ଥାନରେ ଫ୍ୟାନ୍ସ ହାତାହାତି ହୋଇଥିବା ମଧ୍ୟ ଜଣାପଡିଥିବା ବେଳେ ଅଶାନ୍ତ ପରିସ୍ଥିତି । ମେଟ୍ରୋପଲିଟାନ ପୋଲିସ 49 ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Jul 12, 2021, 10:25 PM IST

Fans break into scuffles after England lose Euro 2020 final vs Italy
Euro 2020: ଇଂଲଣ୍ଡ ହାରିବା ପରେ ଫ୍ୟାନ୍ସ ହାତାହାତି, 49 ଗିରଫ

ଲଣ୍ଡନ: ୟୁରୋ 2020 ଫାଇନାଲରେ ଇଟାଲୀ ବିପକ୍ଷରେ ଇଂଲଣ୍ଡର ପରାଜୟକୁ ଗ୍ରହଣ କରିପାରିନାହାନ୍ତି ଇଂଲିସ ପ୍ରଂଶସକ । ହଜାର ହଜାର ଫୁଟବଲ ପ୍ରଶଂସକ ରାସ୍ତାରେ ବୁଲିବା ସହ ପେନାଲିଟି ସୁଟ୍‌ଆଉଟରେ ସଫଳ ହୋଇନଥିବା ଖେଳାଳିଙ୍କୁ ଜାତିଗତ ଆକ୍ଷେପ କରିବାକୁ ପଛାଇନାହାନ୍ତି ଓ ବିଭିନ୍ନ ନାରାବାଜି କରିଛନ୍ତି । ଫଳରେ କିଛି ସମୟ ପାଇଁ ଅଶାନ୍ତ ହୋଇପଡିଥିଲା ଇଂଲଣ୍ଡ । ଏହାପରେ ଭିଡକୁ ନିୟନ୍ତ୍ରଣ କରିବାକୁ ଲଣ୍ଡନ ମେଟ୍ରୋପଲିଟାନର ଦଙ୍ଗା ପୋଲିସକୁ ଲଣ୍ଡନର ୱେଷ୍ଟ ଏଣ୍ଡକୁ ଓହ୍ଲାଇବାକୁ ପଡିଥିଲା । କିଛି ସ୍ଥାନରେ ଫ୍ୟାନ୍ସ ହାତାହାତି ହୋଇଥିବା ମଧ୍ୟ ଜଣାପଡିଥିବା ବେଳେ ଅଶାନ୍ତ ପରିସ୍ଥିତି ରହିଛି ।

  • Their is more rubbish on the floor than tarmac outside Trafalgar Square - looks like a war zone !!! pic.twitter.com/U1Slwu6gQE

    — Paul Brown 🇬🇧 Browns fan🏈 London News 🎥Vlogger (@PaulBrown_UK) July 11, 2021 " class="align-text-top noRightClick twitterSection" data=" ">

ଦଙ୍ଗା ଗିଅର ଏବଂ କ୍ଲଚିଂ ସିଲ୍ଡ ପିନ୍ଧିଥିବା ବହୁ ଅଧିକାରୀ କେନ୍ଦ୍ରୀୟ ଲଣ୍ଡନ ରାସ୍ତାରେ ଯାଉଥିଲେ। ଏଥିସହ ବହୁ ଜନତା ବିନା ଟିକେଟରେ ଟ୍ରାଫାଲଗଡ ସ୍କୋୟାର ସ୍ଥିତ ଫ୍ୟାନ୍ ଜୋନ୍ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ସହରରେ ବର୍ଷା ଆରମ୍ଭ ହେବାପରେ ପ୍ରଶଂସକମାନେ ଶୀଘ୍ର ସ୍ଥାନ ଖାଲିକରିଥିଲେ ।

  • Febrile atmosphere at Wembley. This is near the main entrance to Club Wembley a few minutes ago where it looked like a group of fans broke through the security cordon. Stewards currently chasing people around. Not sure they’ll get all the way to the wine and canapés pic.twitter.com/YTIx8eQLz2

    — Sam Wallace (@SamWallaceTel) July 11, 2021 " class="align-text-top noRightClick twitterSection" data=" ">

ଦଙ୍ଗା ପୋଲିସ ଲଣ୍ଡନର ଲିସଷ୍ଟର ଅଞ୍ଚଳ ଓ ପିକାଡିଲି ସର୍କସରେ ମଧ୍ୟ ପହଞ୍ଚିଥିଲା । ବହୁ ସଂଖ୍ୟାରେ ଫୁଟବଲ ପ୍ରଂଶସକ ଗାଡି ଛାତ ଉପରେ ଓ ଷ୍ଟ୍ରିଟ ଲ୍ୟାମ୍ପ୍‌ରେ ଚଢିଯାଇଥିଲେ । ଇଂଲଣ୍ଡର ପରାଜୟ ପରେ ଶହଶହ ପ୍ରଶଂସକଙ୍କ ଉପସ୍ଥିତିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।

  • Our policing operation for the #Euro2020 final is drawing to a close. Thank you to the tens of thousands of fans who had good spirits and behaved responsibly.

    We made 49 arrests during the day for a variety of offences. We will have officers on hand throughout the night.

    — Metropolitan Police Events (@MetPoliceEvents) July 12, 2021 " class="align-text-top noRightClick twitterSection" data=" ">

Euro ଫାଇନାଲରେ ପେନାଲିଟିରେ ଇଂଲଣ୍ଡ 2-3ରେ ପରାସ୍ତ ହୋଇଥିଲା । ଅନ୍ୟପଟେ 1966 ବିଶ୍ବକପ ପରେ ବଡ ଟ୍ରଫି ଜିତିବାର ଅପେକ୍ଷା ଶେଷ କରିଛି ଇଟାଲୀ ।

ମେଟ୍ରୋପଲିଟାନ ପୋଲିସ ଟ୍ବିଟ ଯୋଗେଁ ଫୁଟବଲ ଫ୍ୟାନ୍ସଙ୍କ ଆବେଗକୁ ସମ୍ନାନ ଜଣାଇଛି ଓ 49 ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରିଥିବା ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.