ETV Bharat / sports

ଇଂଲଣ୍ଡ ମହିଳା ଫୁଟବଲ ଟିମର ନୂତନ କୋଚ ହେଲେ ସେରିନା ଓ୍ବିଏଗେମ୍ୟାନ

ସେରିନା ଓ୍ବିଏଗେମ୍ୟାନ ଇଂଲଣ୍ଡ ମହିଳା ଫୁଟବଲ ଟିମର ନୂତନ ମୁଖ୍ୟ କୋଚ ଭାବେ ଦାୟିତ୍ବ ଗ୍ରହଣ କଲେ। ପୂର୍ବରୁ ସେ ନେଦରଲ୍ୟାଣ୍ଡସର ମହିଳା ଫୁଟବଲ ଟିମର ମ୍ୟାନେଜର ଭାବେ କାମ କରିଛନ୍ତି । ସେ ସେପ୍ଟେମ୍ବର ମାସରେ ନେଓ୍ବିଲଙ୍କ ସ୍ଥାନ ଗ୍ରହଣ କରିବେ ।

FOOTBALL
FOOTBALL
author img

By

Published : Aug 15, 2020, 4:39 PM IST

ଲଣ୍ଡନ: ସେରିନା ଓ୍ବିଏଗେମ୍ୟାନ ଇଂଲଣ୍ଡ ମହିଳା ଫୁଟବଲ ଟିମର ନୂତନ ମୁଖ୍ୟ କୋଚ ଭାବେ ଦାୟିତ୍ବ ଗ୍ରହଣ କଲେ। ପୂର୍ବରୁ ସେ ନେଦରଲ୍ୟାଣ୍ଡସର ମହିଳା ଫୁଟବଲ ଟିମର ମ୍ୟାନେଜର ଭାବେ କାମ କରିଛନ୍ତି । ସେ ସେପ୍ଟେମ୍ବର ମାସରେ ନେଓ୍ବିଲଙ୍କ ସ୍ଥାନ ଗ୍ରହଣ କରିବେ । ନେଦରଲ୍ୟାଣ୍ଡସର ପୂର୍ବତନ ମିଡଫିଲ୍ଡର ସେରିନା ଇଂଲଣ୍ଡ ମହିଳା ଫୁଟବଲ ଟିମ ସହ 4ବର୍ଷର ଚୁକ୍ତି କରିଛନ୍ତି ।

ଏଫଏ କହିଛି ଯେ, ଆମେ ସେରିନାଙ୍କୁ ଇଂଲଣ୍ଡର ମୁଖ୍ୟ କୋଚଭାବେ ନିଯୁକ୍ତ କରି ବହୁତ ଖୁସି ଅଛୁ । ସେ ଫିଲ ନେଓ୍ବିଲଙ୍କ କାର୍ଯ୍ୟକାଳ ସମାପ୍ତ ପରେ ତାଙ୍କ ସ୍ଥାନ ଗ୍ରହଣ କରିବେ ।

ସେହିପରି ନୂତନ କୋଚ ଓ୍ବିଏଗେମ୍ୟାନ ମଧ୍ୟ ମୁଖ୍ୟ କୋଚ ପଦ ପାଇ ଇଂଲଣ୍ଡ ଟିମ ସହ ଯୋଡି ହୋଇଥିବାରୁ ବେଶ୍ ଖୁସି ଓ ସମ୍ମାନିତ ମନେ କରୁଛି ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.