ETV Bharat / sports

ରେଭେନ୍ସାରେ ଶେଷ ହେଲା ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ

ରେଭେନ୍ସା ଗ୍ରାଉଣ୍ଡରେ ସୁରୁଖୁରରେ ଶେଷ ହେଲା ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ପ୍ରତିଯୋଗିତା ।

ରେଭେନ୍ସା ବିଶ୍ବବିଦ୍ୟାଳୟ
author img

By

Published : Nov 8, 2019, 6:43 PM IST

କଟକ: ଏକ ସଫଳ ଟୁର୍ଣ୍ଣାମେଣ୍ଟର ମୁଖସାକ୍ଷୀ ରହିଲା ଐତିହାସିକ ରେଭେନ୍ସା ଗ୍ରାଉଣ୍ଡ । ସୁରୁଖୁରରେ ଶେଷ ହେଲା ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ପ୍ରତିଯୋଗିତା । ଦୀର୍ଘ 6 ଦିନ ବ୍ୟାପି ରେଭେନ୍ସା ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଚାଲିଥିବା ଏହି ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଛି । ଫାଇନାଲ ମ୍ୟାଚରେ ବିଜୟ ହୋଇଛି ସମ୍ବଲପୁର ୟୁନିଭରସିଟି । ବିପକ୍ଷ କୋଲକାତା ୟୁନିଭରସିଟିକୁ 3-0 ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଟ୍ରଫି ଟେକିଛି ।

ରେଭେନ୍ସା ବିଶ୍ବବିଦ୍ୟାଳୟ

ପ୍ରତିଯୋଗିତାରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଟିମକୁ ପୁରସ୍କାର ପ୍ରଦାନ କରିଛନ୍ତି । କିପରି ଆଗକୁ ଯାଇ କ୍ରୀଡା ଦିଗରେ ନିଜର ପ୍ରତିଭା ପ୍ରଦର୍ଶନ କରିହେବ ସେଥିପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି । ତେବେ ପ୍ରତିଯୋଗିତାରେ ମୋଟ 60ଟି ୟୁନିଭରସିଟି ଭାଗ ନେଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରିଲା ଇଷ୍ଟ ଯୋନ ଇଣ୍ଟର ୟୁନିଭରସିଟି ଫୁଟବଲ ପ୍ରତିଯୋଗୀତା । ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ 6 ଦିନ ବ୍ୟାପି ଜାରି ରହିଥିବା ଏହି ପ୍ରତିଯୋଗୀତା ଆଜି ଶେଷ ହୋଇଛି । ଫଇନାଲ ମ୍ୟାଚ ରେ ବିଜୟ ହୋଇଛି ସମ୍ବଲପୁର ୟୁନିଭରସିଟି । ବିପକ୍ଷ କୋଲକାତା ୟୁନିଭରସିଟି କୁ 3-0 ଗୋଲ ରେ ପରାସ୍ତ କରି ଏହି ପ୍ରତିଯୋଗୀତା ର ଟାଇଟଲ ମୁକୁଟ ପିନ୍ଧିଚି ସମ୍ବଲପୁର ୟୁନିଭରସିଟି ।

ତେବେ ଏହି ପ୍ରତିଯୋଗୀତା ରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଟିମ କୁ ପୁରସ୍କାର ପ୍ରଦାନ କରିଥିଲେ । ଏହାସହିତ କିପରି ଭାବେ ଆଗକୁ ଯାଇ କ୍ରୀଡା ଦିଗରେ ନିଜର ପ୍ରତିଭା ପଦର୍ଶନ କରିହେବ ସେଥିପାଇଁ ପ୍ରତ୍ସାହନ ମଧ୍ୟ ପ୍ରଦାନ କରିଥିଲେ ମନ୍ତ୍ରୀ ।

ତେବେ ଏହି ପ୍ରତିଯୋଗୀତା ରେ ମୋଟ 60 ଟି ୟୁନିଭରସିଟି ଭାଗ ନେଇଥିଲେ । ଯେଉଁଥିରେ ସମ୍ବଲପୁର ୟୁନିଭରସିଟି ଫାଇନାଲ୍ ରେ କୋଲକାତା ୟୁନିଭରସିଟି ହରାଇ ବିଜୟ ଲାଭ କରିଛି । ଗତ ବର୍ଷ କଲ୍ୟାଣି ୟୁନିଭରସିଟି ଏହି ପ୍ରତିଯୋଗୀତା ରେ ବିଜୟ ଲାଭ କରିଥିଲା ।

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.