ETV Bharat / sports

ନେଦରଲାଣ୍ଡ କୋଚ ରୋନାଲ୍ଡ କୋଏମନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି - ନେଦରଲାଲଣ୍ଡ ଫୁଟବଲ ଟିମର କୋଚ ରୋନାଲ୍ଡ କୋଏମନ

ନେଦରଲାଣ୍ଡ ଫୁଟବଲ ଟିମର କୋଚ ରୋନାଲ୍ଡ କୋଏମନ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Dutch coach Ronald Koeman admitted to hospital with heart problem
ନେଦରଲାଣ୍ଡ କୋଚ ରୋନାଲ୍ଡ କୋଏମନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
author img

By

Published : May 4, 2020, 11:54 AM IST

ହାଇଦ୍ରାବାଦ: ନେଦରଲାଣ୍ଡ ଫୁଟବଲ ଟିମର କୋଚ ରୋନାଲ୍ଡ କୋଏମନ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

57 ବର୍ଷିୟ କୋଏମନଙ୍କୁ ତାଙ୍କ ଘରୁ ଏକ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ପତ୍ନୀ ବାର୍ଟିନା ସୂଚନା ଦେଇଛନ୍ତି । ଏଥିସହିତ ସେ ଖୁବଶୀଘ୍ର ହସ୍ପିଟାଲରୁ ଘରକୁ ଫେରିବେ ବୋଲି କହିଛନ୍ତି ।

କୋଏମନ ନେଦରଲାଣ୍ଡର କୋଚ ଭାବେ ଦୁଇବର୍ଷ ପୂର୍ବରୁ ଦାୟିତ୍ବ ଗ୍ରହଣ କରିଥିଲେ । ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କର ପ୍ରଶିକ୍ଷଣରେ ନେଦରଲାଣ୍ଡ ୟୁରୋ 2020 ପାଇଁ ଯୋଗ୍ୟତା ଅର୍ଜନ କରିପାରିଛି । ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.