କଲ୍ୟାଣି (ପଶ୍ଚିମବଙ୍ଗ): ଚଳିତ ୧୩୦ତମ ଦୁରନ୍ଦ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏଫସି ଗୋଆର କମାଲ । କ୍ବାର୍ଟର-ଫାଇନାଲ ମ୍ୟାଚ୍ରେ ୫-୧ରେ ଦିଲ୍ଲୀ ଏଫସିକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଏଫସି ଗୋଆ ।
-
Glimpses of today's match at Kalyani Stadium‼️🔥⚽
— Durand Cup (@thedurandcup) September 24, 2021 " class="align-text-top noRightClick twitterSection" data="
FC Goa vs Delhi FC#DurandCup2021 #130thEdition #Legacy #Kolkata #Football #footballtournament #soccer #fifa #aiff #cherrytree #RiseAgain #forcagoa #DilmeDilli #FCGoa #DelhiFC #FCGvsDEL pic.twitter.com/KvXYhqWwTj
">Glimpses of today's match at Kalyani Stadium‼️🔥⚽
— Durand Cup (@thedurandcup) September 24, 2021
FC Goa vs Delhi FC#DurandCup2021 #130thEdition #Legacy #Kolkata #Football #footballtournament #soccer #fifa #aiff #cherrytree #RiseAgain #forcagoa #DilmeDilli #FCGoa #DelhiFC #FCGvsDEL pic.twitter.com/KvXYhqWwTjGlimpses of today's match at Kalyani Stadium‼️🔥⚽
— Durand Cup (@thedurandcup) September 24, 2021
FC Goa vs Delhi FC#DurandCup2021 #130thEdition #Legacy #Kolkata #Football #footballtournament #soccer #fifa #aiff #cherrytree #RiseAgain #forcagoa #DilmeDilli #FCGoa #DelhiFC #FCGvsDEL pic.twitter.com/KvXYhqWwTj
ଗୋଆ ପକ୍ଷରୁ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଦେବେନ୍ଦ୍ର ମୁର୍ଗାଓକର, ମହମ୍ମଦ ନେମିଲ ଓ ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ୍ ଗୋଲ୍ କରିଥିଲେ । ଦ୍ବିତୀୟାର୍ଦ୍ଧରେ ଡି' ଚୁହ୍ନା ଓ ରୋମାରିଓ ଜେସୁରାଜ ଗୋଲ୍ ସ୍କୋର କରିତିଲେ । ଦିଲ୍ଲୀ ପକ୍ଷରୁ ମିଖିଲ ମାଲି ଏକମାତ୍ର ଗୋଲ୍ କରିଥିଲେ ।
ଶନିବାର ବେଙ୍ଗାଲୁରୁ ଏଫସି ଓ ଆର୍ମୀ ଗ୍ରୀନ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ କ୍ବାର୍ଟର-ଫାଇନାଲ ମ୍ୟାଚ୍ର ବିଜେତା ଟିମ ସେମିଫାଇନାଲରେ ଏଫସି ଗୋଆକୁ ଭେଟିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ