ETV Bharat / sports

କୋରୋନା ଭାଇରସ: ପର୍ତ୍ତୁଗାଲର ୟୁରୋ 2020 ପୁରସ୍କାର ଅର୍ଥରାଶି ଦାନ

କୋରୋନା ମୁକାବିଲା ପାଇଁ ନିଜର ଅଧା ପୁରସ୍କାର ଅର୍ଥ ଦାନ କରିଛି ପର୍ତ୍ତୁଗାଲ ଫୁଟବଲ ଟିମ । ୟୁରୋ 2020 ଚମ୍ପିଆନସିପ ଯୋଗ୍ୟତା ହାସଲ ପୁରସ୍କାର ରାଶି ପ୍ରଦାନ କରିଛି ପର୍ତ୍ତୁଗାଲ ।

author img

By

Published : Apr 14, 2020, 3:35 PM IST

Portugal donates half of Euro 2020 qualifying prize money to support amareur football
କୋରୋନା ଭାଇରସ: ପର୍ତ୍ତୁଗାଲର ୟୁରୋ 2020 ପୁରସ୍କାର ଅର୍ଥରାଶି ଦାନ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ନିଜର ଅଧା ପୁରସ୍କାର ଅର୍ଥ ଦାନ କରିଛି ପର୍ତ୍ତୁଗାଲ ଫୁଟବଲ ଟିମ । ୟୁରୋ 2020 ଚମ୍ପିଆନସିପ ଯୋଗ୍ୟତା ହାସଲ ପୁରସ୍କାର ରାଶି ପ୍ରଦାନ କରିଛି ପର୍ତ୍ତୁଗାଲ । ଏନେଇ ପର୍ତ୍ତୁଗାଲ ସିନିୟର ଟିମ ସୂଚନା ଦେଇଛି ।

କୋରୋନା ଭାଇର ସଂକ୍ରମଣ ଭୟ ଯୋଗୁଁ ବିଶ୍ବବ୍ୟାପୀ ସମସ୍ତ ପ୍ରକାର କ୍ରୀଡାଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି । ପର୍ତ୍ତୁଗାଲରେ ମାର୍ଚ୍ଚ 12 ପରେ, ସମସ୍ତ ପ୍ରତିଯୋଗିତା ବନ୍ଦ ରହିଛି । ଜୁନ-ଜୁଲାଇରେ ହେବାକୁଥିବା ୟୁରୋ 2020, 2021କୁ ସ୍ଥଗିତ ହୋଇଛି ।

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରିମିୟର ଲିଗ, ଲା ଲିଗା, ଅଲମ୍ପିକ୍ସ ଗେମ୍ସ ଭଳି ମେଗା ଇଭେଣ୍ଟ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.