ETV Bharat / sports

'ସମସ୍ତଙ୍କୁ ସହଯୋଗର ହାତ ବଢାଅ' - ATK ଖେଳାଳି ଅର୍ଣ୍ଣବ ମଣ୍ଡଳ

ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ର ATK ଖେଳାଳିଙ୍କୁ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଦେଶର ଏପରି କଠିନ ସମୟରେ ସମସ୍ତଙ୍କୁ ସହଯୋଗର ହାାତ ବଢାଇବାକୁ କହିଛନ୍ତି ATK ଖେଳାଳି ଅର୍ଣ୍ଣବ ମଣ୍ଡଳ ।

COVID-19: Footballers urge fans to stand by each other
ଫ୍ୟାନ୍ସଙ୍କୁ ଫୁଟବଲ ଖେଳାଳିଙ୍କ ଅପିଲ, 'ସମସ୍ତଙ୍କୁ ବଢାଅ ସହଯୋଗର ହାତ'
author img

By

Published : Apr 21, 2020, 7:36 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ର ATK ଖେଳାଳିଙ୍କୁ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଦେଶର ଏପରି କଠିନ ସମୟରେ ସମସ୍ତଙ୍କୁ ସହଯୋଗର ହାାତ ବଢାଇବାକୁ କହିଛନ୍ତି ATK ଖେଳାଳି ଅର୍ଣ୍ଣବ ମଣ୍ଡଳ ।

ଅର୍ଣ୍ଣବ ପୂର୍ବରୁ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ରହିସାରିଛନ୍ତି । କୋରୋନା ବିରୋଧି ଲଢେଇରେ ସମସ୍ତଙ୍କୁ ଏକ ହୋଇ ଲଢିବାକୁ ଆହ୍ବାନ କରିଛନ୍ତି ଅର୍ଣ୍ଣବ । ଏଥସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଅର୍ଣ୍ଣବ ।

ଆଇ-ଲିଗର ଅବଶିଷ୍ଟ 28 ମ୍ୟାଚ ବାତିଲ ପରେ, ମୋହୁନ ବେଗାନ ଚମ୍ପିଆନ ଘୋଷିତ ହୋଇଛି । ଦେଶରେ ସମସ୍ତ ପ୍ରକାର ଫୁଟବଲ ପ୍ରତିଯୋଗିତା ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.