ETV Bharat / sports

ନବରଙ୍ଗପୁରେ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ - ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଇଘର ବ୍ଳକ ଭାରସୁଣ୍ଡି ଠାରେ ଚାଲିଥିବା ଅଲଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ କଟକ ଫନି ଆଟାକ ଦଳ 4-2ଗୋଲରେ କୋଲକାତା ରୟାଲ ବେଙ୍ଗଲ ଟାଇଗରଙ୍କୁ ହରାଇ ଚମ୍ପିଆନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
author img

By

Published : Sep 28, 2019, 9:36 PM IST

ନବରଙ୍ଗପୁର: ରାଇଘର ବ୍ଳକ ଭାରସୁଣ୍ଡି ଠାରେ ଚାଲିଥିବା ଅଲଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ସ୍ଥାନୀୟ ଡିଏନକେ ୟୁଥ କ୍ଳବ ଆନୁକୂଲ୍ୟରେ 2 ଦିନଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ମୋଟ 8ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ତେବେ କଟକ ଫନି ଆଟାକ ଦଳ 4-2ଗୋଲରେ କୋଲକାତା ରୟାଲ ବେଙ୍ଗଲ ଟାଇଗରଙ୍କୁ ହରାଇ ଚମ୍ପିଆନ ହୋଇଛି । ଉଦଯାପନି ଉତ୍ସବରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଜୟୀ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ରନର୍ସ ଅପ ଦଳକୁ ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସ୍ନିଗ୍ଧା ପୁରସ୍କୃତ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ନବରଙ୍ଗପୁରର ପୂର୍ବତନ ସାଂସଦ ଇଂ ବଳଭଦ୍ର ମାଝି କରିଥିଲେ । ଭାଜପାର ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ସନ୍ତୋଷ କୁମାର ମହାପାତ୍ର, ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ସରିତା ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ । ଏହି ଅନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟରେ ସଫଳ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତଙ୍କ ଖେଳ ଦେଖିବାକୁ ମିଳିଥିଲା । କଟକ ଫନି ଆଟାକ, କୋଲକାଟା ରୟାଲ ବେଙ୍ଗଲ ଟାଇଗର, ବିହାର ବକ୍ସର, ବନାରସ ୟଙ୍ଗର୍ସ, କୋଲକାତା ଅରନକ୍ସ, ଟାଟା ଜାମଶେଦପୁର, ସେରା କ୍ଲବ ଛତିଶଗଡ, ମୁମ୍ବାଇ ଅଲଫା ଭଳି ପ୍ରମୁଖ 8ଟି ଦଳ ଭାଗନେଇ ଥିଲେ।

ବନାରସ ୟଙ୍ଗର୍ସକୁ ହରାଇ, କଟକ ଫନି ଆଟକ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ସେରା କ୍ଲବ ଛତିଶଗଡକୁ ହରାଇ କୋଲକାତାର ରୟାଲ ବେଙ୍ଗଲ ଟାଇଗର ଫାଇନାଲରେ ପହଞ୍ଚିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।କିନ୍ତୁ ଲୋକ ମାନେ ଅପେକ୍ଷା କରିଛନ୍ତି ପୁଣି କେବେ ଆସିବ ଖେଳ ଟୁର୍ଣ୍ଣାମେଣ୍ଟ...।
ଫର୍ମାଟ - ଏଭିଓ ୨୮/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର -ଭାରସୁଣ୍ଡି DNK youth କ୍ଲବ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ଭାରସୁଣ୍ଡିDNk ଠାରେ ଅଲ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ 2019 ମାହାସମାରୋହରେ ଉଦଯାପିତ ହୋଇ ଯାଇଅଛି।ଦୁଇ ଦିନ ଧରି ଆୟୋଜିତ ହୋଇ ଆସୁଥିବା ଏହି ଅନ୍ତରାଜ୍ୟ ଟୁର୍ଣ୍ଣାମେଣ୍ଟ ରେ ସଫଳ ଖ୍ୟାତି ସଂପର୍ଣ୍ଣ କ୍ରୀଡ଼ାବିତ ଙ୍କୁ ନେଇକଟକ ଫନି ଆର୍ଟକ,
କୋଲକାଟା ରାୟଲ ବେଙ୍ଗଲ ଟାଇଗର, ବିହାର ବକ୍ସର,ବନାରସ ୟୌଙ୍ଗସ, କୋଲକାତା ଅରନକ୍ସ,ଟାଟା ଜାମସେଦପୁର, ସେରା କ୍ଲବ ଛତିଶଗଡ,ମୁମ୍ବାଇ ଅଲଫା ଭଳି ପ୍ରମୁଖ ଆଠ ଗୋଟି ଦଳ ଭାଗନେଇ ଥିଲେ।ଉଦ୍ଘାଟନୀ ଉତ୍ସବରେ ନବରଙ୍ଗପୁରର ପୂର୍ବତନ ସାଂସଦ ଇଂ ବଳଭଦ୍ର ମାଝି,ଭାଜପା ର ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ସନ୍ତୋଷ କୁମାର ମହାପାତ୍ର, ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀସରିତା ମହାପାତ୍ର ଯୋଗଦେଇ ଆୟୋଜକ କମିଟି, କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ, ସମବେତ କ୍ରୀଡ଼ାପ୍ରେମୀ ଦର୍ଶକଙ୍କ ଉପସ୍ଥିତିରେଜାତୀୟ ସଙ୍ଗୀତ ଗାନ କରି ଟୁର୍ଣ୍ଣାମେଣ୍ଟ ର ପତାକା ଉତ୍ତୋଳନ କରିଥିଲେ।ପ୍ରତେକଟି ମ୍ୟାଚ 35 ମିନିଟ ସମୟ ଧରି ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ଚାଲିଥିବା ବେଳେ ପ୍ରଥମ ସେମିଫାଇନାଲ ମ୍ୟାଚ କଟକ ଓ ବନାରସ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ କୋଲକାତା ଓ ଛତିଶଗଡ଼ ମଧ୍ୟରେ ସଂଘର୍ଷ ପୂର୍ଣ ବାତାବରଣ ମଧ୍ୟରେ ହୋଇ ଥିଲା।ଗ୍ରାଣ୍ଡ ଫାଇନାଲରେ କଟକ ଓ କୋଲକାତା ଟିମ ପ୍ରବେଶ କରି ଥିଲେ ମଧ୍ୟ ମ୍ୟାଚଟି ଅତ୍ୟନ୍ତ ସଂଘର୍ଷ ପୂର୍ଣ ତଥା କଡା ଟକର ସହ ଖେଳା ଯାଇଥିବାର ଦେଖିବାକୁମିଳି ଥିବା ବେଳେ ଉପସ୍ଥିତ ହଜାର ହଜାର କ୍ରୀଡା ପ୍ରେମୀ ଦର୍ଶକ ଖେଳର ଭରପୁର ମଜା ନେଇଥିଲେ।ଏଥିରେ କଟକ ଫନି ଆଟାକ ଦଳ 4=2 ଗୋଲରେ ପେନଲଟି କିକ ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ ରେ ବିଜୟୀ ହୋଇଥିଲେ।ବିଜୟୀ ଦଳକୁ ମୁଖ୍ୟ ଅତିଥି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉଇନର ଟ୍ରଫି ସହ15000ଟଙ୍କା, ରନର୍ସ ଅପ ଦଳକୁ ଜ଼ୀଲ୍ଲାପରିଷଦ ସଭ୍ୟା ପ୍ରୀତିସ୍ନିBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.