ETV Bharat / sports

ରୋନାଲ୍ଡୋ-ମେସିଙ୍କୁ ପରାସ୍ତ କରି ପାରିବେ ଛେତ୍ରୀ - Chhetri

ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କହିଛନ୍ତି କ୍ୟାରୋମରେ ଷ୍ଟାର ଫୁଟବଲର ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପରାସ୍ତ କରିପାରିବେ ।

chhetri-says-he-can-beat-ronaldo-messi-in-carom
ରୋନାଲ୍ଡୋ-ମେସିଙ୍କୁ ପରାସ୍ତ କରି ପାରିବେ ଛେତ୍ରୀ
author img

By

Published : Mar 21, 2020, 1:25 AM IST

ବେଙ୍ଗଲୁରୁ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଶୁକ୍ରବାର ପ୍ରକାଶ କରିଛନ୍ତି, ସେ କ୍ୟାରୋମରେ ଷ୍ଟାର ଫୁଟବଲର ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପରାସ୍ତ କରିପାରିବେ ।

"ଫୁଟବଲକୁ ବାଦ ଦେଇ ଆପଣ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ମେସିଙ୍କୁ କ’ଣ ପରାସ୍ତ କରିପାରିବେ?" ବୋଲି ଟ୍ବିଟରରେ ଏହି ମଜାଦାର ପ୍ରଶ୍ନ ଛେତ୍ରୀଙ୍କୁ ପଚରାଯାଇଥିଲା । ରେକର୍ଡ ଭାରତୀୟ ଗୋଲ ସ୍କୋରର ଉତ୍ତର ଦେଇ କହିଛନ୍ତି: "ମୁଁ ଅନୁମାନ କରୁଛି ଯେ ସେମାନେ କ୍ୟାରୋମ ଖେଳରେ ଦୁର୍ବଳ ଥାଇ ପାରନ୍ତି । ତେଣୁ ମୁଁ ଭାବୁଛି ମୁଁ ଏଥିରେ ଉଭୟଙ୍କୁ ପରାସ୍ତ କରିପାରିବି।"

ସମସ୍ତ ସକ୍ରିୟ ଆନ୍ତର୍ଜାତୀୟ ଫୁଟବଲର୍ସ ମାନଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲ୍ଡୋ (99) ପରେ 72 ଗୋଲ ଦେଇ 2ୟ ସର୍ବାଧିକ ଗୋଲ ସ୍କୋରର ଅଟନ୍ତି ଛେତ୍ରୀ । 70 ଗୋଲ ଦେଇ ମେସି ତୃତୀୟ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.