ETV Bharat / sports

ଚମ୍ପିଆନ୍ସ ଲିଗ: ମେସିଙ୍କ ଅବିଶ୍ବସନୀୟ ଗୋଲ୍, ବିମୋହିତ ଛେତ୍ରୀ

author img

By

Published : Aug 9, 2020, 4:33 PM IST

ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ, ବାର୍ସେଲୋନା ଷ୍ଟାର ଲିଓନେଲ ମେସିଙ୍କୁ ପ୍ରଶଂଶା କରିଛନ୍ତି । UEFA ଚମ୍ପିଆନ୍ସ ଲିଗର ରାଉଣ୍ଡ 16ରେ, ନେପୋଲି ବିପକ୍ଷ ମ୍ୟାଚରେ ମେସି ଅବିଶ୍ବସନୀୟ ଗୋଲ୍ ସହ ବାର୍ସେଲୋନାକୁ ବିଜୟୀ କରାଇଛନ୍ତି ।

Chhetri all praise for Messi after wonder goal against Napoli
ଚମ୍ପିଆନ୍ସ ଲିଗ: ମେସିଙ୍କ ଅବିଶ୍ବସନୀୟ ଗୋଲ୍, ବିମୋହିତ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ, ବାର୍ସେଲୋନା ଷ୍ଟାର ଲିଓନେଲ ମେସିଙ୍କୁ ପ୍ରଶଂଶା କରିଛନ୍ତି । UEFA ଚମ୍ପିଆନ୍ସ ଲିଗର ରାଉଣ୍ଡ 16ରେ, ନେପୋଲି ବିପକ୍ଷ ମ୍ୟାଚରେ ମେସି ଅବିଶ୍ବସନୀୟ ଗୋଲ ସହ ବାର୍ସେଲୋନାକୁ ବିଜୟୀ କରାଇଛନ୍ତି ।

  • Messi 🙏🙏🙏

    — Sunil Chhetri (@chetrisunil11) August 8, 2020 " class="align-text-top noRightClick twitterSection" data=" ">
  • Stayed late after ages to watch live football - completely worth .

ମ୍ୟାଚର 23ତମ ମିନିଟରେ ମେସି ଏକ ଚମତ୍କାର ଗୋଲ କରିବା ସହ କ୍ଳବର ସ୍କୋରକୁ 3-1ରେ ପହଞ୍ଚାଇଥିଲେ । ମେସିଙ୍କ ଏହି ପ୍ରଦର୍ଶନକୁ ନେଇ ଭାରତୀୟ କ୍ୟାପଟେନ ସୁନୀଲ ଛେତ୍ରୀ ଟ୍ବିଟ ଯୋଗେଁ ଖୁସି ଜାହିର କହିଛନ୍ତି । ଏଥିସହିତ ଏପରି ଅଦ୍ଭୁତ ଲାଇଭ ଫୁଟବଲ ଦେଖି ବିମୋହିତ ବୋଲି ସେ ଟ୍ବିଟରେ ଲେଖିଛନ୍ତି ।

ଗୋଲ୍ କରିବା ସମୟରେ ମେସି ପ୍ରତିପକ୍ଷ ନେପୋଲିର 3ଜଣ ଡିଫେଣ୍ଡରଙ୍କୁ ଅତିକ୍ରମ କରିବା ସହ, କିଛି ସମୟ ପାଇଁ ତାଙ୍କର ଶରୀର ନିୟନ୍ତ୍ରଣ ହରାଇଥିଲା । ମାତ୍ର ଅବିଶ୍ବସନୀୟ ଭାବେ ସେ ବଲକୁ ରଖିବାରେ ସକ୍ଷମ ହେବା ସହ ଗୋଲରେ ପରିଣତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.