ନୂଆଦିଲ୍ଲୀ: ଆରପାରିରେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଶୁବିମଲ ଗୋସ୍ବାମୀ । ଚୁନି ଗୋସ୍ବାମୀ ନାମରେ ସେ ବେଶ ପରିଚିତ । କୋଲକାତାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ମହାନ ଭାରତୀୟ ଫୁଟବଲ ଖେଳାଳି । ମୃତ୍ୟୁବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା । ସେ କେବଳ ଫୁଟବଲ ମଧ୍ୟରେ ସୀମିତ ନଥିଲେ କ୍ରିକେଟକୁ ମଧ୍ୟ ଆପଣାର କରି ସୁନାମ ଅର୍ଜନ କରିଥିଲେ ।
-
We’ve lost one of the leading lights of Indian sport today. Not too many can boast of being top-notch in two different sports. You played your part to the fullest, rest well, Chuni sir. Strength to the family.
— Sunil Chhetri (@chetrisunil11) April 30, 2020 " class="align-text-top noRightClick twitterSection" data="
">We’ve lost one of the leading lights of Indian sport today. Not too many can boast of being top-notch in two different sports. You played your part to the fullest, rest well, Chuni sir. Strength to the family.
— Sunil Chhetri (@chetrisunil11) April 30, 2020We’ve lost one of the leading lights of Indian sport today. Not too many can boast of being top-notch in two different sports. You played your part to the fullest, rest well, Chuni sir. Strength to the family.
— Sunil Chhetri (@chetrisunil11) April 30, 2020
ତାଙ୍କର ମୃତ୍ୟୁରେ ପୂର୍ବତନ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ବାଇଚୁଙ୍ଗ ଭୁତିଆ ଓ ବର୍ତ୍ତମାନର କ୍ୟାପଟେନ ସୁନୀଲ ଛେତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୁନୀଲ ନିଜ ଟ୍ବିଟରରେ ଲେଖିଛନ୍ତି, 'ଭାରତୀୟ କ୍ରୀଡାର ଏକ ପ୍ରମୁଖ ଦୀପ ଲିଭିଗଲା ।
-
Rest in peace chuni da 🙏 pic.twitter.com/r8cTyS6wRt
— Bhaichung Bhutia (@bhaichung15) April 30, 2020 " class="align-text-top noRightClick twitterSection" data="
">Rest in peace chuni da 🙏 pic.twitter.com/r8cTyS6wRt
— Bhaichung Bhutia (@bhaichung15) April 30, 2020Rest in peace chuni da 🙏 pic.twitter.com/r8cTyS6wRt
— Bhaichung Bhutia (@bhaichung15) April 30, 2020
ଏଥିସହିତ ଉଭୟ କ୍ୟାପଟେନ, ଭେଟେରାନ ଚୁନି ଗୋସ୍ବାମୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।